ଆଉଟସୋର୍ସିଂ ନିଯୁକ୍ତି ଉପରେ ଲାଗିଲା କଟକଣା; ଅର୍ଥ ବିଭାଗର ବିନା ଅନୁମତିରେ ଦିଆଯାଇପାରିବନି ନିଯୁକ୍ତି

Advertisment

ଯେଉଁ ଆଉଟସୋର୍ସିଂ କର୍ମଚାରୀଙ୍କ ଅବଧି ସରିଛି ଅର୍ଥ ବିଭାଗର ବିନା ଅନୁମତିରେ ସେମାନଙ୍କ ଚୁକ୍ତି ନବୀକରଣ କରାଯିବନି । ଅର୍ଥ ବିଭାଗ ଯେତିକି ସଂଖ୍ୟକ ଆଉଟସୋର୍ସିଂ ନିଯୁକ୍ତି ପାଇଁ ଅନୁମତି ଦେଇଛି ତାହା ଠାରୁ ଅଧିକ ନିଯୁକ୍ତି ହୋଇ ପାରିବ ନାହିଁ ।

Outsourcing Jobs

Photograph: (Kanak News)

କନକ ବ୍ୟୁରୋ : ଆଉଟସୋର୍ସିଂ ନିଯୁକ୍ତିକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି । ଆଗକୁ ଅର୍ଥ ବିଭାଗର ଅନୁମତି ବିନା ଆଉଟସୋର୍ସିଂରେ କୌଣସି ନିଯୁକ୍ତି ଦିଆଯିବନି । ସମସ୍ତ ବିଭାଗକୁ ଏନେଇ ଅର୍ଥ ବିଭାଗର ସଚିବ ଚିଠି ଲେଖି ଜଣାଇଛନ୍ତି । ଯେଉଁ ଆଉଟସୋର୍ସିଂ କର୍ମଚାରୀଙ୍କ ଅବଧି ସରିଛି ଅର୍ଥ ବିଭାଗର ବିନା ଅନୁମତିରେ ସେମାନଙ୍କ ଚୁକ୍ତି ନବୀକରଣ କରାଯିବନି । ଅର୍ଥ ବିଭାଗ ଯେତିକି ସଂଖ୍ୟକ ଆଉଟସୋର୍ସିଂ ନିଯୁକ୍ତି ପାଇଁ ଅନୁମତି ଦେଇଛି ତାହା ଠାରୁ ଅଧିକ ନିଯୁକ୍ତି ହୋଇ ପାରିବ ନାହିଁ । ଅଧିକ ନିଯୁକ୍ତି ପାଇଁ କାରଣ ଦର୍ଶାଇବା ସହ ଅର୍ଥ ବିଭାଗର ଅନୁମତି ନେବାକୁ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe