ପୁରୀରେ ପାଳିତ ହେଉଛି ଗୋବିନ୍ଦ ଦ୍ବାଦଶୀ : ସିଂହଦ୍ବାରରୁ ସମୁଦ୍ର ଯାଏଁ ଚାଲିଛି ସଂକୀର୍ତ୍ତନ

Advertisment

ଆଜି ପୁଷ୍ୟା ନକ୍ଷତ୍ର ଯୁକ୍ତ ଗୋବିନ୍ଦ ଦ୍ୱାଦଶୀ ଦୁର୍ଲଭ ବୁଡ ।  ବିଶ୍ବାସ ରହିଛି ତୀର୍ଥରାଜ ମହୋଦଧିରେ ସ୍ନାନ କଲେ ଅଶେଷ ପୁଣ୍ୟ ମିଳିଥାଏ ।

ଆଜି ପୁଷ୍ୟା ନକ୍ଷତ୍ର ଯୁକ୍ତ ଗୋବିନ୍ଦ ଦ୍ୱାଦଶୀ ଦୁର୍ଲଭ ବୁଡ ।  ବିଶ୍ବାସ ରହିଛି ତୀର୍ଥରାଜ ମହୋଦଧିରେ ସ୍ନାନ କଲେ ଅଶେଷ ପୁଣ୍ୟ ମିଳିଥାଏ ।

govinda

Photograph: (KanakNews )

କନକବ୍ୟୁରୋ  : ଆଜି ପୂଷ୍ୟା  ନକ୍ଷତ୍ର ଯୁକ୍ତ ଗୋବିନ୍ଦ ଦ୍ୱାଦଶୀ ଦୁର୍ଲଭ ବୁଡ ।  ବିଶ୍ବାସ ରହିଛି ତୀର୍ଥରାଜ ମହୋଦଧିରେ ସ୍ନାନ କଲେ ଅଶେଷ ପୁଣ୍ୟ ମିଳିଥାଏ । ୧୦ ତାରିଖ ଦିନ ପାପନାଶିନୀ ଏକାଦଶୀରେ ୧୧ ତାରିଖ ସକାଳ ୮.୧୫ ସୁଦ୍ଧା ପୂଷ୍ୟା ନକ୍ଷତ୍ର ଯୁକ୍ତ ଗୋବିନ୍ଦ ଦ୍ୱାଦଶୀସ୍ନାନ କରିବାର ରହିଛି ନିୟମ । । ତୀର୍ଥରଜ ମହୋଦଧିରେ ପବିତ୍ର ଗୋବିନ୍ଦ ଦ୍ୱାଦଶୀ ସ୍ନାନ ।

ମହୋଦଧି ସ୍ବର୍ଗଦ୍ବାର ନିକଟ ଅମାବାସ୍ୟା ନାରାୟଣ ଠାକୁର ସାନ୍ନ ନାରାୟଣ ଘାଟରେ ସ୍ନାନ କରିବେ ବିଭିନ୍ନ ମଠାଧୀଶ ଏବଂ ଶ୍ରଦ୍ଧାଳୁ  । ଶ୍ରୀମନ୍ଦିର ସିଂହଦ୍ୱାର ଠାରୁ ଭବ୍ୟ ଶୋଭାଯାତ୍ରାରେ ସଂକୀର୍ତ୍ତନ କରି ବୁଡ ଦେବାକୁ ଆୟୋଜନ କରାଯାଇଛି । ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe