କନକବ୍ୟୁରୋ : ଆଜି ପୂଷ୍ୟା ନକ୍ଷତ୍ର ଯୁକ୍ତ ଗୋବିନ୍ଦ ଦ୍ୱାଦଶୀ ଦୁର୍ଲଭ ବୁଡ । ବିଶ୍ବାସ ରହିଛି ତୀର୍ଥରାଜ ମହୋଦଧିରେ ସ୍ନାନ କଲେ ଅଶେଷ ପୁଣ୍ୟ ମିଳିଥାଏ । ୧୦ ତାରିଖ ଦିନ ପାପନାଶିନୀ ଏକାଦଶୀରେ ୧୧ ତାରିଖ ସକାଳ ୮.୧୫ ସୁଦ୍ଧା ପୂଷ୍ୟା ନକ୍ଷତ୍ର ଯୁକ୍ତ ଗୋବିନ୍ଦ ଦ୍ୱାଦଶୀସ୍ନାନ କରିବାର ରହିଛି ନିୟମ । । ତୀର୍ଥରଜ ମହୋଦଧିରେ ପବିତ୍ର ଗୋବିନ୍ଦ ଦ୍ୱାଦଶୀ ସ୍ନାନ ।
ମହୋଦଧି ସ୍ବର୍ଗଦ୍ବାର ନିକଟ ଅମାବାସ୍ୟା ନାରାୟଣ ଠାକୁର ସାନ୍ନ ନାରାୟଣ ଘାଟରେ ସ୍ନାନ କରିବେ ବିଭିନ୍ନ ମଠାଧୀଶ ଏବଂ ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ସିଂହଦ୍ୱାର ଠାରୁ ଭବ୍ୟ ଶୋଭାଯାତ୍ରାରେ ସଂକୀର୍ତ୍ତନ କରି ବୁଡ ଦେବାକୁ ଆୟୋଜନ କରାଯାଇଛି । ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/03/11/NKbZZJCaQDsjDphn8thw.jpg)