କନକ ବ୍ୟୁରୋ : ମା’ ସମଲେଶ୍ବରୀଙ୍କୁ ଦର୍ଶନ କଲେ ରାଜ୍ୟାପାଳ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ସମଲେଶ୍ବରୀଙ୍କୁ ଦର୍ଶନ କରିଛନ୍ତି । ଆଜି ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ ବା ଭିସୁଟର ସମାବର୍ତ୍ତନ ଉତ୍ସବ। ଏଥିରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବେ । ଏହା ସହ ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ, ରବି ନାରାୟଣ ନାୟକ, ସମ୍ପଦ ସ୍ବାଇଁ ପ୍ରମୁଖ ଯୋଗଦେବେ। ସମସ୍ତେ କାର୍ୟ୍ୟକ୍ରମ ପୂର୍ବରୁ ମା’ ସମଲେଶ୍ବରୀଙ୍କୁ ଦର୍ଶନ କରିଛନ୍ତି ।
ମାଆ ସମଲେଶ୍ୱରୀଙ୍କୁ ଦର୍ଶନ କଲେ ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଅନ୍ୟ ମନ୍ତ୍ରୀ ନେଲେ ଆଶୀର୍ବାଦ
ଆଜି ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ ବା ଭିସୁଟର ସମାବର୍ତ୍ତନ ଉତ୍ସବ। ଏଥିରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବେ ।
/kanak/media/media_files/2025/09/13/22-2025-09-13-10-56-26.jpg)