କନକ ବ୍ୟୁରୋ: ପାରାଦୀପରେ IOCLର ନୂଆ ପ୍ରକଳ୍ପ ନେଇ ମୁଖ୍ୟମନ୍ତ୍ରୀ କରିଥିବା ଚୁକ୍ତି ଉପରେ ବିଜେଡିର ସାମ୍ବାଦିକ ସମ୍ମିଳନୀ । IOCL ସହିତ ପାରାଦୀପରେ ହେବାକୁ ଥିବା ଯେଉଁ ପ୍ରକଳ୍ପ ପାଇଁ ଚୁକ୍ତି ହୋଇଛି, ୨୦୧୮ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ IOCLକୁ ଏ ବାବଦରେ ଚିଠି ଲେଖିଥିଲେ । ୨୦୧୯ରେ IOCL ନିବେଶ ପାଇଁ ପ୍ରସ୍ତାବ ଗ୍ରହଣ କରିଥିଲେ । ୨୦୨୩ରେ ତତ୍କାଳୀନ ସରକାର ତାଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ । ତତ୍କାଳୀନ ସଚିବ ଗଣମାଧ୍ୟମକୁ ଜଣାଇଥିଲେ । ଏବେର ବିଜେପି ସରକାର କିଛି ନୂଆ ନକରି ନବୀନ ବାବୁଙ୍କ କାର୍ଯ୍ୟର ନାଁ ନେଇ ବାହାବାହା ନେବାକୁ ଚେଷ୍ଟା କରୁଛି ବୋଲି କହିଛନ୍ତି ବିଜେଡି ନେତା ତଥା ନବୀନଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର ।
ପାରାଦୀପରେ IOCLର ନୂଆ ପ୍ରକଳ୍ପ ନେଇ ସରକାରଙ୍କୁ ଟାର୍ଗେଟ: ୨୦୧୮ରେ ନବୀନ ପଟ୍ଟନାୟକ ଆଇଓସିଏଲକୁ ଚିଠି ଲେଖିଥିବା କହିଲା ବିଜେଡି
ପାରାଦୀପରେ IOCLର ନୂଆ ପ୍ରକଳ୍ପ ନେଇ ମୁଖ୍ୟମନ୍ତ୍ରୀ କରିଥିବା ଚୁକ୍ତି ଉପରେ ବିଜେଡିର ସାମ୍ବାଦିକ ସମ୍ମିଳନୀ । IOCL ସହିତ ପାରାଦୀପରେ ହେବାକୁ ଥିବା ଯେଉଁ ପ୍ରକଳ୍ପ ପାଇଁ ଚୁକ୍ତି ହୋଇଛି, ୨୦୧୮ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ IOCLକୁ ଏ ବାବଦରେ ଚିଠି ଲେଖିଥିଲେ ।
/kanak/media/media_files/2025/04/10/Zm6mmYWZ9OfbW8AYysGV.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)