କନକବ୍ୟୁରୋ : ଦୁର୍ନୀତିରେ ମାତିଛନ୍ତି ସରକାରୀ ବାବୁ । ଏମିତି କିଛି ଗୃହରେ ମନ୍ତବ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏଥିସହ ସେ କହିଛନ୍ତି ଗତ ୫ ବର୍ଷ ରେ ଦୁର୍ନୀତି ଅଭିଯୋଗ ରେ ଗିରଫ ହୋଇଛନ୍ତି ୮୨୭ ପୂର୍ତ୍ତ, ପଞ୍ଚାୟତିରାଜ, ରାଜସ୍ୱ, ଗ୍ରାମ୍ୟ ଉନ୍ନୟନ, ସ୍ୱାସ୍ଥ୍ୟ, ଗୃହ, ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗରେ ସର୍ବାଧିକ ଦୁର୍ନୀତି ହୋଇଛି । ଗତ ୫ ବର୍ଷ ରେ ଦୁର୍ନୀତି ଅଭିଯୋଗ ରେ ଗିରଫ ହୋଇଛନ୍ତି ୮୨୭ ସରକାରୀ ଅଧିକାରୀ । ଦୁର୍ନୀତି କରି ଦଣ୍ଡିତ ହୋଇଛନ୍ତି ୪୩୬ ଅଧିକାରୀ । ଏବେବି ୧୧୩୧ ଅଧିକାରୀଙ୍କ ବିରୁଦ୍ଧରେ ଭିଜିଲାନ୍ସ ଚାର୍ଜ ସିଟ ଦାଖଲ କରିଥିବା ବେଳେ ଚାଲିଛି ବିଚାର ପ୍ରକ୍ରିୟା ଚାଲୁରହିଛି । ରାଜ୍ୟରେ ଦୁର୍ନୀତି ନିବାରଣ ସଂସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ନୂତନ ଭାବେ ୪୮ ଗୋଟି ପଦବୀ ସୃଷ୍ଟି କରିଛନ୍ତି । ଏ ନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଦୁର୍ନୀତିରେ ମାତିଛନ୍ତି ସରକାରୀ ବାବୁ : ଗୃହରେ ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ
ଦୁର୍ନୀତିରେ ମାତିଛନ୍ତି ସରକାରୀ ବାବୁ । ଏମିତି କିଛି ଗୃହରେ ମନ୍ତବ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏଥିସହ ସେ କହିଛନ୍ତି ଗତ ୫ ବର୍ଷ ରେ ଦୁର୍ନୀତି ଅଭିଯୋଗ ରେ ଗିରଫ ହୋଇଛନ୍ତି ୮୨୭ ପୂର୍ତ୍ତ, ପଞ୍ଚାୟତିରାଜ, ରାଜସ୍ୱ, ଗ୍ରାମ୍ୟ ଉନ୍ନୟନ, ସ୍ୱାସ୍ଥ୍ୟ, ଗୃହ, ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗରେ ସର୍ବାଧିକ ଦୁର୍ନୀତି ହୋଇଛି
/kanak/media/media_files/2025/03/10/NLyRR8lqlSJBgkFOxifV.jpg)