ଦାଦନ ରୋକିବା ପାଇଁ ସରକାରଙ୍କ ବଡ ବୈଠକ: କେମିତି ଦାଦନ ସମସ୍ୟାକୁ ରୋକିହେବ, ଆଲୋଚନା

ବୈଠକରେ ପଞ୍ଚାୟତିରାଜ ମନ୍ତ୍ରୀ, ଶ୍ରମମନ୍ତ୍ରୀ ଓ ଶିଳ୍ପ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ଅଛନ୍ତି । କେମିତି ଦାଦନ ଶ୍ରମିକ ସମସ୍ୟାକୁ ରୋକିହେବ, ଦାଦନ ରୋକିବାକୁ କଣ ପଦକ୍ଷେପ ନେବାର ଆବଶ୍ୟକତା ଅଛି ।

59

Photograph: (kanak news)

କନକ ବ୍ୟୁରୋ: ଦାଦନ ରୋକିବା ନେଇ ସରକାରଙ୍କ ବଡ ବୈଠକ । ଉପ ମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ ନେଉଛନ୍ତି ଦାଦନ ଟାସ୍କଫୋର୍ସ ବୈଠକ । ଲୋକସେବା ଭବନ ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଚାଲିଛି ବୈଠକ ଚାଲିଛି । ବୈଠକରେ ପଞ୍ଚାୟତିରାଜ ମନ୍ତ୍ରୀ, ଶ୍ରମମନ୍ତ୍ରୀ ଓ ଶିଳ୍ପ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ଅଛନ୍ତି । କେମିତି ଦାଦନ ଶ୍ରମିକ ସମସ୍ୟାକୁ ରୋକିହେବ, ଦାଦନ ରୋକିବାକୁ କଣ ପଦକ୍ଷେପ ନେବାର ଆବଶ୍ୟକତା ଅଛି । ବର୍ତ୍ତମାନ ଜରୁରୀକାଳୀନ ଭିତ୍ତିର କେଉଁ ପଦକ୍ଷେପ ନେବା ଆବଶ୍ୟକ ରହିଛି, ସେ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଉଛି ।  

ସରକାରଙ୍କ ଦାଦନ ଚିନ୍ତା  
ଦାଦନ ସମସ୍ୟା ରୋକିବାକୁ ବଡ଼ ବୈଠକ 
ଲୋକସେବା ଭବନରେ ଦାଦନ ଟାସ୍କଫୋର୍ସ ବୈଠକ
ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ଅଧ୍ୟକ୍ଷତାରେ ବୈଠକ
ବୈଠକରେ ଦାଦନ ସମସ୍ୟା ରୋକିବା ଉପରେ ଆଲୋଚନା 
କେମିତି ଦାଦନ ଶ୍ରମିକ ସମସ୍ୟାକୁ ରୋକିହେବ? 
ଦାଦନ ରୋକିବାକୁ କଣ ପଦକ୍ଷେପ ନେବା ଆବଶ୍ୟକ? 
ଜରୁରୀକାଳୀନ ଭିତ୍ତିର ପ୍ରଥମେ କେଉଁ ପଦକ୍ଷେପ ନେବା ଜରୁରୀ?
ଏସବୁ ପ୍ରସଙ୍ଗରେ ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଆଲୋଚନା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe