ଗୋପ ବିଡିଓଙ୍କ ବିରୋଧରେ ଥାନାରେ ଏତଲା । କର୍ମଚାରୀ କଲେ କଲମଛାଡ ଆନ୍ଦୋଳନ

Advertisment

ପୁରୀ ଜିଲ୍ଲା ଗୋପ ବ୍ଲକ ବିଡ଼ିଓ ଛବି ରାଣୀ ସାହୁଙ୍କ ବିରୁଦ୍ଧରେ ଗୋପ ଥାନାରେ ଏତଲାକୁ ନେଇ ବ୍ଲକ କର୍ମଚାରୀଙ୍କ କଲମଛାଡ ଆନ୍ଦୋଳନ

ପୁରୀ ଜିଲ୍ଲା ଗୋପ ବ୍ଲକ ବିଡ଼ିଓ ଛବି ରାଣୀ ସାହୁଙ୍କ ବିରୁଦ୍ଧରେ ଗୋପ ଥାନାରେ ଏତଲାକୁ ନେଇ ବ୍ଲକ କର୍ମଚାରୀଙ୍କ କଲମଛାଡ ଆନ୍ଦୋଳନ

3333

କନକବ୍ୟୁରୋ: ପୁରୀ ଜିଲ୍ଲା ଗୋପ ବ୍ଲକ ବିଡ଼ିଓ ଛବି ରାଣୀ ସାହୁଙ୍କ ବିରୁଦ୍ଧରେ ଗୋପ ଥାନାରେ ଏତଲାକୁ ନେଇ ବ୍ଲକ କର୍ମଚାରୀଙ୍କ କଲମଛାଡ ଆନ୍ଦୋଳନ । ଗତକାଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଗୋପ ବ୍ଲକ ଗ୍ରସ୍ତ ସମୟରେ ବ୍ଲକ ଅଧ୍ୟକ୍ଷା ଝୁନୁ ମଲ୍ଲିକ ତାଙ୍କ ନାଁ ଫଳକରେ ନଥିବା ନେଇ ଫଳକ ଭାଙ୍ଗିବା ପରେ ବିଜେପି- ବିଜେଡି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ଏହି ଘଟଣାକୁ ନେଇ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ପକ୍ଷରୁ ଥାନାରେ ଦୁଇଟି ଅଭିଯୋଗ ହୋଇଛି । ବ୍ଲକ ଅଧ୍ୟକ୍ଷାଙ୍କ ଏତଲାରେ ବିଡ଼ିଓଙ୍କ ନାମ ଥିବାରୁ କଲମଛାଡ ଆନ୍ଦୋଳନ କରିଛନ୍ତି ବ୍ଲକ କର୍ମଚାରୀ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe