ବାଙ୍ଗିରିପୋଷିରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ । ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ

ଭସାଣି ଉତ୍ସବ ଭିତରେ ଆସିଲା ଦୁର୍ଘଟଣାର ଖବର । ମୟୂରଭଞ୍ଜ ବାଙ୍ଗିରିପୋଷିରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି ।

Train1

କନକ ବ୍ୟୁରୋ : ଭସାଣି ଉତ୍ସବ ଭିତରେ ଆସିଲା ଦୁର୍ଘଟଣାର ଖବର । ମୟୂରଭଞ୍ଜ ବାଙ୍ଗିରିପୋଷିରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ଟ୍ରାକରୁ ମାଲବାହୀ ଟ୍ରେନର ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି । ତେବେ ଘଟଣାରେ କୌଣସି ଜୀବନ ହାନି ହୋଇନଥିବା ସୂଚନା ରହିଛି । 

ଟ୍ରେନ୍ ଲାଇନଚ୍ୟୁତ ହେବା ପରେ ଟ୍ରାକ୍ ବ୍ଲକ୍ ହୋଇ ପଡିଛି । ବଗିକୁ ଟ୍ରାକରୁ ହଟାଯାଇନଥିବାରୁ ବାଙ୍ଗିରିପୋଷି-ରୂପସା ଡିଏମୟୁ ଟ୍ରନକୁ ବାତିଲ୍ କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe