କନକ ବ୍ୟୁରୋ : ଭସାଣି ଉତ୍ସବ ଭିତରେ ଆସିଲା ଦୁର୍ଘଟଣାର ଖବର । ମୟୂରଭଞ୍ଜ ବାଙ୍ଗିରିପୋଷିରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ଟ୍ରାକରୁ ମାଲବାହୀ ଟ୍ରେନର ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି । ତେବେ ଘଟଣାରେ କୌଣସି ଜୀବନ ହାନି ହୋଇନଥିବା ସୂଚନା ରହିଛି ।
ଟ୍ରେନ୍ ଲାଇନଚ୍ୟୁତ ହେବା ପରେ ଟ୍ରାକ୍ ବ୍ଲକ୍ ହୋଇ ପଡିଛି । ବଗିକୁ ଟ୍ରାକରୁ ହଟାଯାଇନଥିବାରୁ ବାଙ୍ଗିରିପୋଷି-ରୂପସା ଡିଏମୟୁ ଟ୍ରନକୁ ବାତିଲ୍ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/zGwBvYzO6YVp4RoAMMzJ.jpg)