କନକବ୍ୟୁରୋ: ମାଲକାନଗିରିରେ ଏବେଠୁ ସକ୍ରିୟ ହେଲେଣି ଦଲାଲ। ମଣ୍ଡି ଆରମ୍ଭ ହେବା ପୂର୍ବରୁ ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି ଧାନ । କ୍ବିଣ୍ଟାଲ ପ୍ରତି ମାତ୍ର ୨ ହଜାର ଟଙ୍କା ଦେଇ କିଣି ନେଉଛନ୍ତି । ଆଉ ବାହାରେ ଅଧିକ ମୂଲ୍ୟରେ ବିକ୍ରି କରି ମାଲେମାଲ ହେଉଛନ୍ତି । ଆଉ କରଜ ଶୁଝିବା ପାଇଁ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛି ଚାଷୀ ।
ମାଲେମାଲ ବେପାରୀ, କ୍ଷତି ସହୁଛି ଚାଷୀ : ମଣ୍ଡି ଆରମ୍ଭ ନ ହେଉଣୁ ଧାନର ଅଭାବୀ ବିକ୍ରି
ମାଲକାନଗିରିରେ ଏବେଠୁ ସକ୍ରିୟ ହେଲେଣି ଦଲାଲ । ମଣ୍ଡି ଆରମ୍ଭ ହେବା ପୂର୍ବରୁ ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି ଧାନ । କ୍ବିଣ୍ଟାଲ ପ୍ରତି ମାତ୍ର ୨ ହଜାର ଟଙ୍କା ଦେଇ କିଣି ନେଉଛନ୍ତି ।