କ’ଣ ହେଲା ଶସ୍ତା ? ବଜେଟରେ ସୀତାରମଣଙ୍କ ବଡ ଘୋଷଣା

ବଜେଟରେ ସବୁଠୁ ବଡ ଘୋଷଣାକୁ ଅପେକ୍ଷା କରିଥାନ୍ତି ସବୁ ବର୍ଗର ଲୋକେ । ତାହା ହେଉଛି କ’ଣ ଶସ୍ତା ଆଉ କ’ଣ ମହଙ୍ଗା ହେବ। ଲୋକଙ୍କ ଏହି ଅପେକ୍ଷାକୁ ଭରଣା କରିଛନ୍ତି ସୀତାରମଣ। ଏନେଇ କରିଛନ୍ତି ବଡ ଘୋଷଣା।

Budgert2025

Budgert2025 Photograph: (kanaknews)

କନକ ବ୍ୟୁରୋ: ବଜେଟରେ ସବୁଠୁ ବଡ ଘୋଷଣାକୁ ଅପେକ୍ଷା କରିଥାନ୍ତି ସବୁ ବର୍ଗର ଲୋକେ । ତାହା ହେଉଛି କ’ଣ ଶସ୍ତା ଆଉ କ’ଣ ମହଙ୍ଗା ହେବ। ଲୋକଙ୍କ ଏହି ଅପେକ୍ଷାକୁ ଭରଣା କରିଛନ୍ତି ସୀତାରମଣ। ଏନେଇ କରିଛନ୍ତି ବଡ ଘୋଷଣା।

ଶସ୍ତା   :        

                        
ମେଡିକାଲ ଉପକରଣ
ମୋବାଇଲ, 
କାର୍‌ ବ୍ୟାଟେରୀ 
ଇଲେକ୍ଟ୍ରିକ ଗାଡ଼ି 
ଏଲଇଡି ଟିଭି 
ଲିଥିୟମ ଆୟନ ବ୍ୟାଟେରୀ 
କପଡ଼ା, ଜୋତା, ପର୍ସ, ଲେଦର ଜ୍ୟାକେଟ୍‌ 
ବୈଦ୍ୟୁତିକ ଉପକରଣ
 କ୍ୟାନ୍ସର ଶସ୍ତା
୬୫ ଔଷଧ ଉପରୁ ସୀମା ଶୁଳ୍କ ଛାଡ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe