କନକ ବ୍ୟୁରୋ: ବଜେଟରେ ସବୁଠୁ ବଡ ଘୋଷଣାକୁ ଅପେକ୍ଷା କରିଥାନ୍ତି ସବୁ ବର୍ଗର ଲୋକେ । ତାହା ହେଉଛି କ’ଣ ଶସ୍ତା ଆଉ କ’ଣ ମହଙ୍ଗା ହେବ। ଲୋକଙ୍କ ଏହି ଅପେକ୍ଷାକୁ ଭରଣା କରିଛନ୍ତି ସୀତାରମଣ। ଏନେଇ କରିଛନ୍ତି ବଡ ଘୋଷଣା।
ଶସ୍ତା :
ମେଡିକାଲ ଉପକରଣ
ମୋବାଇଲ,
କାର୍ ବ୍ୟାଟେରୀ
ଇଲେକ୍ଟ୍ରିକ ଗାଡ଼ି
ଏଲଇଡି ଟିଭି
ଲିଥିୟମ ଆୟନ ବ୍ୟାଟେରୀ
କପଡ଼ା, ଜୋତା, ପର୍ସ, ଲେଦର ଜ୍ୟାକେଟ୍
ବୈଦ୍ୟୁତିକ ଉପକରଣ
କ୍ୟାନ୍ସର ଶସ୍ତା
୬୫ ଔଷଧ ଉପରୁ ସୀମା ଶୁଳ୍କ ଛାଡ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/02/01/60ziyHbEPDB8mahNisGT.jpg)