ଲୁଟ୍ କରି ପଳାଉଥିଲେ, ବାଟରେ ହେଲା ଦୁର୍ଘଟଣା

ସୋରରେ ଦୁର୍ଘଟଣାଗ୍ରସ୍ତ କାରରୁ ମିଳିଲା ସୁନା ଓ ଟଙ୍କା । ନଗଦ ୨ ଲକ୍ଷ ୪୦ ହଜାର ଟଙ୍କା ସହିତ ୪୬ ଗ୍ରାମ ସୁନା ଓ ୨୦୯ ଗ୍ରାମ୍ ରୂପା ଜବତ ହୋଇଛି ।

ସୋର ଦୁର୍ଘଟଣା

ସୋର ଦୁର୍ଘଟଣା Photograph: (କନକ ନ୍ୟୁଜ୍ )

କନକ ବ୍ୟୁରୋ: ସୋରରେ ଦୁର୍ଘଟଣାଗ୍ରସ୍ତ କାରରୁ ମିଳିଲା ସୁନା ଓ ଟଙ୍କା । ନଗଦ ୨ ଲକ୍ଷ ୪୦ ହଜାର ଟଙ୍କା ସହିତ ୪୬ ଗ୍ରାମ ସୁନା ଓ ୨୦୯ ଗ୍ରାମ୍ ରୁପା ଜବତ ହୋଇଛି । ଛିନ୍‌ତାଇ କରି ଫେରୁଥିବା ବେଳେ ଗୋପାଳପୁର ଥାନା ଜୁଣିଆ ବଜାରରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗାଡ଼ି ଚାଳକ ଗାଡ଼ି ଛାଡ଼ିଦେଇ ଫେରାର ହେଇଯାଇଛି । ଅନ୍ୟ ୨ ଜଣଙ୍କୁ ଅଟକାଇ  ପଚରାଉଚରା କରୁଛି ପୋଲିସ । ଦୁର୍ଘଟଣାଗ୍ରସ୍ତ କାରରୁ ନଗଦ ଟଙ୍କା, ସୁନା ଓ ରୁପା ଜବତ କରିଛି ପୋଲିସ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe