କନକ ବ୍ୟୁରୋ: ସୋରରେ ଦୁର୍ଘଟଣାଗ୍ରସ୍ତ କାରରୁ ମିଳିଲା ସୁନା ଓ ଟଙ୍କା । ନଗଦ ୨ ଲକ୍ଷ ୪୦ ହଜାର ଟଙ୍କା ସହିତ ୪୬ ଗ୍ରାମ ସୁନା ଓ ୨୦୯ ଗ୍ରାମ୍ ରୁପା ଜବତ ହୋଇଛି । ଛିନ୍ତାଇ କରି ଫେରୁଥିବା ବେଳେ ଗୋପାଳପୁର ଥାନା ଜୁଣିଆ ବଜାରରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗାଡ଼ି ଚାଳକ ଗାଡ଼ି ଛାଡ଼ିଦେଇ ଫେରାର ହେଇଯାଇଛି । ଅନ୍ୟ ୨ ଜଣଙ୍କୁ ଅଟକାଇ ପଚରାଉଚରା କରୁଛି ପୋଲିସ । ଦୁର୍ଘଟଣାଗ୍ରସ୍ତ କାରରୁ ନଗଦ ଟଙ୍କା, ସୁନା ଓ ରୁପା ଜବତ କରିଛି ପୋଲିସ ।
ଲୁଟ୍ କରି ପଳାଉଥିଲେ, ବାଟରେ ହେଲା ଦୁର୍ଘଟଣା
ସୋରରେ ଦୁର୍ଘଟଣାଗ୍ରସ୍ତ କାରରୁ ମିଳିଲା ସୁନା ଓ ଟଙ୍କା । ନଗଦ ୨ ଲକ୍ଷ ୪୦ ହଜାର ଟଙ୍କା ସହିତ ୪୬ ଗ୍ରାମ ସୁନା ଓ ୨୦୯ ଗ୍ରାମ୍ ରୂପା ଜବତ ହୋଇଛି ।
/kanak/media/media_files/2025/04/10/7gHWrkyuPhDjesxsiSK3.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)