ମଣପୁରମ୍ ଗୋଲ୍ଡ ଲୋନ୍ ଶାଖାରୁ ସୁନା ଲୁଟ୍ ଘଟଣା ; ତଦନ୍ତ ପାଇଁ ଗଠନ ହେଲା ପୋଲିସର

Advertisment

ସମ୍ବଲପୁର ମଣପୁରମ ଗୋଲଡ଼ ଲୋନ୍ ଶାଖା କାର୍ଯ୍ୟାଳୟରେ ସଶସ୍ତ୍ର ଲୁଟ ଘଟଣାରେ ଆକ୍ସନ୍ ମୋଡ୍‌ରେ ପୋଲିସ । ତଦନ୍ତ ପାଇଁ ସ୍ବତନ୍ତ୍ର ୪ଟି ଟିମ୍ ଗଠନ କଲା ପୋଲିସ। ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଲୁଟେରାଙ୍କୁ ଖୋଜୁଛି ପୋଲିସ । ଏହାସହ ବାହାର ଜିଲ୍ଲାକୁ ଯାଇ ମଧ୍ୟ ତଦନ୍ତ କରାଯାଉଛି ।

20rgrh

20rgrh Photograph: (KanakNews )

କନକ ବ୍ୟୁରୋ : ସମ୍ବଲପୁର ମଣପୁରମ ଗୋଲଡ଼ ଲୋନ୍ ଶାଖା କାର୍ଯ୍ୟାଳୟରେ ସଶସ୍ତ୍ର ଲୁଟ ଘଟଣାରେ ଆକ୍ସନ୍ ମୋଡ୍‌ରେ ପୋଲିସ । ତଦନ୍ତ ପାଇଁ ସ୍ବତନ୍ତ୍ର ୪ଟି ଟିମ୍ ଗଠନ କଲା ପୋଲିସ। ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଲୁଟେରାଙ୍କୁ ଖୋଜୁଛି ପୋଲିସ । ଏହାସହ ବାହାର ଜିଲ୍ଲାକୁ ଯାଇ ମଧ୍ୟ ତଦନ୍ତ କରାଯାଉଛି । ଗତକାଲି ସକାଳ ୧୦ଟା ବେଳକୁ ଅଫିସ୍ ଖୋଲିବା ସମୟରେ ମଣପୁରମ୍ ଶାଖାରେ ପଶି ଲୁଟ୍ କରିଥିଲେ ୧୦ ଦୁର୍ବୃତ । କାର୍ଯ୍ୟାଳୟ ଖୋଲିବା ସମୟରେ ୧୦ ଜଣ ଲୁଟେରା ପଶି କର୍ମଚାରୀଙ୍କୁ ବାନ୍ଧି ନିସ୍ତୁକ ମାଡ଼ମାରି ଲୁଟ୍ କରିଥିଲେ । ପାଖାପାଖି ୩୦ କେଜି ସୁନା ଓ ନଗଦ ଟଙ୍କା ଲୁଟି ନେଇଥିଲେ ଲୁଟେରା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe