କନକ ବ୍ୟୁରୋ : ସମ୍ବଲପୁର ମଣପୁରମ ଗୋଲଡ଼ ଲୋନ୍ ଶାଖା କାର୍ଯ୍ୟାଳୟରେ ସଶସ୍ତ୍ର ଲୁଟ ଘଟଣାରେ ଆକ୍ସନ୍ ମୋଡ୍ରେ ପୋଲିସ । ତଦନ୍ତ ପାଇଁ ସ୍ବତନ୍ତ୍ର ୪ଟି ଟିମ୍ ଗଠନ କଲା ପୋଲିସ। ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଲୁଟେରାଙ୍କୁ ଖୋଜୁଛି ପୋଲିସ । ଏହାସହ ବାହାର ଜିଲ୍ଲାକୁ ଯାଇ ମଧ୍ୟ ତଦନ୍ତ କରାଯାଉଛି । ଗତକାଲି ସକାଳ ୧୦ଟା ବେଳକୁ ଅଫିସ୍ ଖୋଲିବା ସମୟରେ ମଣପୁରମ୍ ଶାଖାରେ ପଶି ଲୁଟ୍ କରିଥିଲେ ୧୦ ଦୁର୍ବୃତ । କାର୍ଯ୍ୟାଳୟ ଖୋଲିବା ସମୟରେ ୧୦ ଜଣ ଲୁଟେରା ପଶି କର୍ମଚାରୀଙ୍କୁ ବାନ୍ଧି ନିସ୍ତୁକ ମାଡ଼ମାରି ଲୁଟ୍ କରିଥିଲେ । ପାଖାପାଖି ୩୦ କେଜି ସୁନା ଓ ନଗଦ ଟଙ୍କା ଲୁଟି ନେଇଥିଲେ ଲୁଟେରା ।
ମଣପୁରମ୍ ଗୋଲ୍ଡ ଲୋନ୍ ଶାଖାରୁ ସୁନା ଲୁଟ୍ ଘଟଣା ; ତଦନ୍ତ ପାଇଁ ଗଠନ ହେଲା ପୋଲିସର
ସମ୍ବଲପୁର ମଣପୁରମ ଗୋଲଡ଼ ଲୋନ୍ ଶାଖା କାର୍ଯ୍ୟାଳୟରେ ସଶସ୍ତ୍ର ଲୁଟ ଘଟଣାରେ ଆକ୍ସନ୍ ମୋଡ୍ରେ ପୋଲିସ । ତଦନ୍ତ ପାଇଁ ସ୍ବତନ୍ତ୍ର ୪ଟି ଟିମ୍ ଗଠନ କଲା ପୋଲିସ। ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଲୁଟେରାଙ୍କୁ ଖୋଜୁଛି ପୋଲିସ । ଏହାସହ ବାହାର ଜିଲ୍ଲାକୁ ଯାଇ ମଧ୍ୟ ତଦନ୍ତ କରାଯାଉଛି ।
/kanak/media/media_files/2025/01/04/pnlrKyTE48TUSV2Ril5x.jpg)