ଶସ୍ତା ହେଲା ସୁନା ,ଜାଣନ୍ତୁ କେତେ ରହିଛି ଦର

Advertisment

ସୁନା ଦରରେ ଆଜି ସାମାନ୍ୟ ହାସ୍ର ଘଟିଛି । ଗତକାଲି ଅପେକ୍ଷା ଆଜି ସୁନା ଦରରେ ସାମାନ୍ୟ ହାସ୍ର ଘଟିଛି । ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୭୨ ହଜାର ୮୭୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୬୬ ହଜାର ୮୦୦ ଟଙ୍କା ରହିଛି

hike

କନକବ୍ୟୁରୋ: ସୁନା ଦରରେ ଆଜି ସାମାନ୍ୟ ହାସ୍ର ଘଟିଛି । ଗତକାଲି ଅପେକ୍ଷା ଆଜି ସୁନା ଦରରେ ସାମାନ୍ୟ ହାସ୍ର ଘଟିଛି । ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର  ୭୨ ହଜାର ୮୭୦ ଟଙ୍କା ରହିଥିବା ବେଳେ ୨୨  କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୬୬ ହଜାର ୮୦୦ ଟଙ୍କା ରହିଛି । ସେହିପରି କଟକରେ ୨୪ କ୍ୟାରେଟ ସୁନା ଦର ୬୬ ହଜାର ୬୮୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନା ଦର ୫୩ ହଜାର ୭୬୦ ଟଙ୍କା ରହିଛି ।  କେବଳ ସୁନା ନୁହେଁ ରୁପା ଦରରେ ସାମାନ୍ୟ ହ୍ରାସ ଘଟିଛି । ୮ ଗ୍ରାମ ରୁପା ଦର ୭୪୭ ଟଙ୍କା ରହିଥିବା ବେଳେ ୧୦୦ ଗ୍ରାମ ପିଛି ୯ ହଜାର ୩୪୦ ଟଙ୍କା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe