କନକବ୍ୟୁରୋ: ସୁନା ଦରରେ ଆଜି ସାମାନ୍ୟ ହାସ୍ର ଘଟିଛି । ଗତକାଲି ଅପେକ୍ଷା ଆଜି ସୁନା ଦରରେ ସାମାନ୍ୟ ହାସ୍ର ଘଟିଛି । ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର  ୭୨ ହଜାର ୮୭୦ ଟଙ୍କା ରହିଥିବା ବେଳେ ୨୨  କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୬୬ ହଜାର ୮୦୦ ଟଙ୍କା ରହିଛି । ସେହିପରି କଟକରେ ୨୪ କ୍ୟାରେଟ ସୁନା ଦର ୬୬ ହଜାର ୬୮୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନା ଦର ୫୩ ହଜାର ୭୬୦ ଟଙ୍କା ରହିଛି ।  କେବଳ ସୁନା ନୁହେଁ ରୁପା ଦରରେ ସାମାନ୍ୟ ହ୍ରାସ ଘଟିଛି । ୮ ଗ୍ରାମ ରୁପା ଦର ୭୪୭ ଟଙ୍କା ରହିଥିବା ବେଳେ ୧୦୦ ଗ୍ରାମ ପିଛି ୯ ହଜାର ୩୪୦ ଟଙ୍କା ରହିଛି ।