ଖସିଲା ସୁନା ରେଟ୍: ଜାଣନ୍ତୁ, କେତେ ହେଲା ଶସ୍ତା?

Advertisment

କ୍ରମାଗତ ଆକାଶ ଛୁଇଁବା ପରେ, ଖସିଲା ସୁନା ରୁପା ଦର । ରେକର୍ଡ ଭାଙ୍ଗୁଥିବା ସୁନା ରୁପା ଦର ଆଜି ହ୍ରାସ ପାଇଛି । ଯାହା ଫଳରେ ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ।

କ୍ରମାଗତ ଆକାଶ ଛୁଇଁବା ପରେ, ଖସିଲା ସୁନା ରୁପା ଦର । ରେକର୍ଡ ଭାଙ୍ଗୁଥିବା ସୁନା ରୁପା ଦର ଆଜି ହ୍ରାସ ପାଇଛି । ଯାହା ଫଳରେ ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ।

gold rate

gold rate Photograph: (kanak news)

କନକ ବ୍ୟୁରୋ: କ୍ରମାଗତ ଆକାଶ ଛୁଇଁବା ପରେ, ଖସିଲା ସୁନା ରୁପା ଦର । ରେକର୍ଡ ଭାଙ୍ଗୁଥିବା ସୁନା ରୁପା ଦର ଆଜି ହ୍ରାସ ପାଇଛି । ଯାହା ଫଳରେ ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ତେବେ ଆଜି କେତେ ରହିଛି ସୁନା ରୁପା ଦର, ଥରେ ଦେଖିନିଅନ୍ତୁ...

ଆହୁରି ପଢ଼ନ୍ତୁ : ଗାଡ଼ି ଚାଳକ ସାବଧାନ: ନିୟମ ଭାଙ୍ଗିଲେ ଏଥର କଡ଼ା କାର୍ଯ୍ୟାନୁଷ୍ଠାନ

  • ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧୧ଶହ ୧୩ ଟଙ୍କା କମିଛି
  • ୧ ଲକ୍ଷ ୩୩ ହଜାର ୨୪୯ ଟଙ୍କାରୁ ୧ ଲକ୍ଷ ୩୨ ହଜାର ୧୩୬କୁ ଖସିଛି ସୁନା
  • ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧ହଜାର ୧୯ ଟଙ୍କା ହ୍ରାସ ପାଇଛି
  • ରୁପା ଦର କିଲୋଗ୍ରାମ ପ୍ରତି ୧୪ଶହ ୪୬ ଟଙ୍କା କମିଛି
  • ୧ ଲକ୍ଷ ୯୩ ହଜାର ୪୧୭ ଟଙ୍କାରୁ ୧ ଲକ୍ଷ ୯୧ ହଜାର ୯୭୧କୁ ଖସିଛି ରୁପା
  • ଲାଭ କମାଇବାକୁ ନିବେଶକ ବିକ୍ରି ଆରମ୍ଭ କରିବାରୁ ଖସୁଥାଇପାରେ ଦାମ୍
  • ଘରୋଇ ଖାଉଟି ବଜାରରେ ସୁନା-ରୁପା ଚାହିଦା କମିଥିବା ସୂଚନା
  • କିଛି ଦିନ ତଳେ ୧୦ ଗ୍ରାମ ସୁନା ଦର ଥିଲା ୧ ଲକ୍ଷ ୩୫ ହଜାର ଟଙ୍କା
  • ରୁପା କିଲୋ କିଛି ଦିନ ତଳେ ୨ ଲକ୍ଷ ଟଙ୍କା ଟପିଥିଲା 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe