ଭୁବନେଶ୍ବର ଇପଫୋସିଟି ଅଞ୍ଚଳରେ ଚାଞ୍ଚଲ୍ୟ ; ଲେଡିଜ୍ ହଷ୍ଟେଲରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Advertisment

ଭୁବନେଶ୍ବର ଇନଫୋସିଟି ଅଞ୍ଚଳରେ ଚାଞ୍ଚଲ୍ୟ । ଏଠାରେ ଥିବା ଏକ ଲେଡିଜ୍ ହଷ୍ଟେଲରୁ ମିଳିଛି ଯୁବତୀଙ୍କ ଝୁଲନ୍ତା ମୃତଦେହ।

ଭୁବନେଶ୍ବର ଇନଫୋସିଟି ଅଞ୍ଚଳରେ ଚାଞ୍ଚଲ୍ୟ । ଏଠାରେ ଥିବା ଏକ ଲେଡିଜ୍ ହଷ୍ଟେଲରୁ ମିଳିଛି ଯୁବତୀଙ୍କ ଝୁଲନ୍ତା ମୃତଦେହ।

52ମମମମ

କନକ ବ୍ୟୁରୋ: ଭୁବନେଶ୍ବର ଇନଫୋସିଟି ଅଞ୍ଚଳରେ ଚାଞ୍ଚଲ୍ୟ । ଏଠାରେ ଥିବା ଏକ ଲେଡିଜ୍ ହଷ୍ଟେଲରୁ ମିଳିଛି ଯୁବତୀଙ୍କ ଝୁଲନ୍ତା ମୃତଦେହ। ମୃତକ କେନ୍ଦ୍ରାପଡା ପାଟକୁରା ଅଞ୍ଚଳର ।  ସୂଚନା ମୁତାବକ, ୨୫ ବର୍ଷୀୟା ସୋନାଲି ଫାୟାରଷ୍ଟେସନ ନିକଟ ଏକ କନଷ୍ଟ୍ରକ୍ସନ୍ କମ୍ପାନୀରେ କାମ କରୁଥିଲେ। ତେବେ ତାଙ୍କୁ କେହି ହତ୍ୟା କରି ଝୁଲାଇଥିବା ଅଭିଯୋଗ କଲେ ପରିବାର ଲୋକେ। ଇନଫୋସିଟି ପୋଲିସ ଘଟଣାର ତଦନ୍ତ କରୁଛି। 
 
ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍, ଫରେନ୍ସିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଯେହେତୁ ସୋନାଲି ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ଥିଲେ ତେଣୁ ପୋଲିସ ତଥ୍ୟ ପାଇଁ ଫେସବୁକ୍ ଓ ଇନଷ୍ଟ୍ରାଗାମକୁ ଚିଠି କରିବା ସହ ହ୍ବାଟ୍ସଆପ ଡିଟେଲ୍ସ ମଧ୍ୟ ଯୋଗାଡ କରିବାକୁ ଚେଷ୍ଟା କରୁଛି। ଏହାସହ ତାଙ୍କ ସହ ରହୁଥିବା ଅନ୍ୟ ଯୁବତୀଙ୍କୁ ମଧ୍ୟ ପୋଲିସ ପଚରାଉଚୁରା କରିବ ବୋଲି ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe