ଆଇସିସି ପ୍ଲେୟାର ଅଫ୍ ଦ ମନ୍ଥ ଆୱାର୍ଡ ପାଇଁ ଗିଲ୍ ମନୋନୀତ, ଇଂଲଣ୍ଡ ବିପକ୍ଷ ଟେଷ୍ଟ ଲଢ଼େଇରେ ଗିଲ୍ କରିଥିଲେ କମାଲ

Advertisment

ଗିଲ୍ ଏହି ପୁରସ୍କାର ପାଇଁ ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ ଏବଂ ଦକ୍ଷିଣ ଆଫ୍ରିକାର ଷ୍ଟାର ଅଲରାଉଣ୍ଡର ୱାଇଆନ୍ ମୁଲଡରଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ନିକଟରେ ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଗିଲ୍ ନେତୃତ୍ୱ ନେଇଥିଲେ

43

କନକ ବ୍ୟୁରୋ :  ଚମକିଲେ ଗିଲ୍ । ଭାରତୀୟ ଟେଷ୍ଟ ଦଳର ଅଧିନାୟକ ଶୁବମନ ଗିଲଙ୍କୁ ଜୁଲାଇ ମାସ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଁ ମନୋନୀତ କରିଛି । ଗିଲ୍ ଏହି ପୁରସ୍କାର ପାଇଁ ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ ଏବଂ ଦକ୍ଷିଣ ଆଫ୍ରିକାର ଷ୍ଟାର ଅଲରାଉଣ୍ଡର ୱାଇଆନ୍ ମୁଲଡରଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ନିକଟରେ ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଗିଲ୍ ନେତୃତ୍ୱ ନେଇଥିଲେ ଏବଂ ବ୍ୟାଟିଂରେ ଅନେକ ରେକର୍ଡ ସ୍ଥାପନ କରିଥିଲେ। ଗିଲ୍ ସିରିଜରେ ୭୫.୪୦ ହାରରେ ୭୫୪ ରନ୍‌ କରିଥିଲେ ଏବଂ ଚାରିଟି ଶତକ ହାସଲ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe