ସ୍ପେଶାଲ୍‌ ଡ୍ରାଇଭରେ ଗଞ୍ଜାମ ପୁଲିସକୁ ମିଳିଛି ବଡ଼ ସଫଳତା; ୧୮ ଜଣଙ୍କୁ ଗିରଫ କଲା ପୁଲିସ

ସ୍ପେଶାଲ୍ ଡ୍ରାଇଭରେ ଗଞ୍ଜାମ ପୁଲିସକୁ ବଡ଼ ସଫଳତା । ୧୭ଟି ମାଉଜର, ୬୬ଟି ଅଫୁଟା ଗୁଳି, ୪ଟି ଖୋକା ସହ ୧୬ ମୋବାଇଲ ଜବତ ।  ୧୮ ଜଣ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ । ଜିଲ୍ଲାର ଆସିକା, ଶେରଗଡ଼, କୋଟିନଡା, ଭଞ୍ଜନଗର ଓ ପୋଲସରା ଥାନା ଅଞ୍ଚଳରେ ସ୍ପେଶାଲ ଡ୍ରାଇଭ୍‌ ହୋଇଥିଲା ।

31ୀପୂ

Photograph: (kanaknews)

କନକ ବ୍ୟୁରୋ : ସ୍ପେଶାଲ୍ ଡ୍ରାଇଭରେ ଗଞ୍ଜାମ ପୁଲିସକୁ ବଡ଼ ସଫଳତା । ୧୭ଟି ମାଉଜର, ୬୬ଟି ଅଫୁଟା ଗୁଳି, ୪ଟି ଖୋକା ସହ ୧୬ ମୋବାଇଲ ଜବତ ।  ୧୮ ଜଣ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ । ଜିଲ୍ଲାର ଆସିକା, ଶେରଗଡ଼, କୋଟିନଡା, ଭଞ୍ଜନଗର ଓ ପୋଲସରା ଥାନା ଅଞ୍ଚଳରେ ସ୍ପେଶାଲ ଡ୍ରାଇଭ୍‌ ହୋଇଥିଲା । ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶରେ ହୋଇଥିଲା ସ୍ପେଶାଲ ଡ୍ରାଇଭ । ପୁରୁଷୋତ୍ତମପୁର ଏସ୍‌ଡିପିଓ, ଆସିକା ଏସ୍‌ଡିପିଓ, ଭଞ୍ଜନଗର ଏସ୍‌ଡିପିଓଙ୍କ ସମେତ ବିଭିନ୍ନ ଥାନାର ଅଧିକାରୀମାନେ ଏହି ସ୍ପେଶାଲ୍‌ ଡ୍ରାଇଭରେ ସାମିଲ ହୋଇଥିଲେ । ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣ ଅସ୍ତ୍ରଶସ୍ତ୍ର ଜବତ କରିଛି ପୁଲିସ୍‌ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe