କନକବ୍ୟୁରୋ : ପୁଣି ଜବତ ହେଲା ଗଞ୍ଜେଇ । ଭୁବନେଶ୍ବର ବିମାନବନ୍ଦରରୁ ଜବତ ହୋଇଛି ଗଂଜେଇ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୮ କୋଟି ହେବ । ସମସ୍ତ ଗଂଜେଇ ଥାଇଲାଣ୍ଡରୁ ଇଣ୍ଡିଗୋ ବିମାନରେ ଆସୁଥିଲା ବେଳେ ଜବତ ହୋଇଛି । ଭୁବନେଶ୍ବର ବିମାନବନ୍ଦରରୁ ୮ କୋଟିର ଗଂଜେଇ ଜବତ କରିଛି ଡିଆରଆଇ । ତେବେ ଏଥିରେ ସମ୍ପୃକ୍ତି ନେଇ ଜରକୁ ଗିରଫ କରାଯାଇଛି ।
ଭୁବନେଶ୍ବର ବିମାନ ବନ୍ଦରରୁ ୮ କୋଟି ଟଙ୍କାର ଗଞ୍ଜେଇ ଜବତ : ଥାଇଲାଣ୍ଡରୁ ଇଣ୍ଡିଗୋ ବିମାନରେ ଆସୁଥିବା ବେଳେ ଧରିଲା ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ
ପୁଣି ଜବତ ହେଲା ଗଞ୍ଜେଇ । ଭୁବନେଶ୍ବର ବିମାନବନ୍ଦରରୁ ଜବତ ହୋଇଛି ଗଂଜେଇ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୮ କୋଟି ହେବ ।
/kanak/media/media_files/2025/08/02/12-2025-08-02-15-47-44.jpg)