ରାଜ୍ୟରେ ଚିନ୍ତା ପାଲଟିଛି ଗଞ୍ଜେଇ କାରବାର; ରାୟଗଡ଼ା ଗୁଣୁପୁରରେ ଗଞ୍ଜେଇ ଜବତ ସହ ୨ଜଣ ଗିରଫ

Advertisment

ରାୟଗଡ଼ା ଜିଲ୍ଲା ଗୁଣପୁର ପୁଲିସ୍‌ ରେଳ ଷ୍ଟେସନ ନିକଟରେ ଚଢାଉ କରି ୨୭ କିଲୋ ଗଞ୍ଜେଇ ଜବତ କରିଛି । ଏଥିସହ ଚୋରା ଚାଲାଣରେ ସମ୍ପୃକ୍ତି ଥିବା ଅଭିଯୋଗରେ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ରାୟଗଡ଼ା ଜିଲ୍ଲା ଗୁଣପୁର ପୁଲିସ୍‌ ରେଳ ଷ୍ଟେସନ ନିକଟରେ ଚଢାଉ କରି ୨୭ କିଲୋ ଗଞ୍ଜେଇ ଜବତ କରିଛି । ଏଥିସହ ଚୋରା ଚାଲାଣରେ ସମ୍ପୃକ୍ତି ଥିବା ଅଭିଯୋଗରେ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Ganja

Photograph: (Kanak News)

କନକ ବ୍ୟୁରୋ : ରାଜ୍ୟରେ ଚିନ୍ତା ପାଲଟିଛି ଗଞ୍ଜେଇ କାରବାର । କୋରାପୁଟ ହାଣ୍ଡିଫୁଟ ଛକ ନିକଟରେ ପୁଲିସ୍‌ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି । ହେଲେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ଗଞ୍ଜେଇ ମାଫିଆ । ରାୟଗଡ଼ା ଜିଲ୍ଲା ଗୁଣପୁର ପୁଲିସ୍‌ ରେଳ ଷ୍ଟେସନ ନିକଟରେ ଚଢାଉ କରି ୨୭ କିଲୋ ଗଞ୍ଜେଇ ଜବତ କରିଛି । ଏଥିସହ ଚୋରା ଚାଲାଣରେ ସମ୍ପୃକ୍ତି ଥିବା ଅଭିଯୋଗରେ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେହିପରି ବୈପାରୀଗୁଡ଼ାରେ ନାଇଟ୍ ପେଟ୍ରୋଲିଂ ବେଳେ ଏକ ନମ୍ବର ବିହୀନ ଅଟୋ ସହ ୧ କ୍ୱିଣ୍ଟାଲ୍‌ ଗଞ୍ଜେଇ ଜବତ କରିଛି ପୁଲିସ୍‌ । ହେଲେ ଗଞ୍ଜେଇ ଚାଲାଣକାରୀ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe