କନକ ବ୍ୟୁରୋ : ପୁରୀ ବାଲିହରଚଣ୍ଡୀ ପୀଠ ନିକଟ ଜଙ୍ଗଲରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ଆଜି ମୁଖ୍ୟ ଅଭିଯୁକ୍ତକୁ କରାଯିବ କୋର୍ଟ ଚାଲାଣ । ଆନ୍ଧ୍ରରୁ ଗିରଫ ମୁଖ୍ୟ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯିବ । ପୂର୍ବରୁ ଗିରଫ ୩ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ମୋଟ ଗିରଫ କରାଯାଇଛି । ରବିବାର ବାଲିହରଚଣ୍ଡୀ ନିକଟ ଜଙ୍ଗଲରେ ପୁରୁଷ ବନ୍ଧୁଙ୍କୁ ଗଛରେ ବାନ୍ଧି ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ପରିବାର ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ପରେ ଘଟଣାର ତଦନ୍ତ କରୁଛି ପୁରୀ ପୁଲିସ ।
ପୁରୀ ବାଲିହରଚଣ୍ଡୀ ପୀଠ ନିକଟରେ ଗଣଦୁଷ୍କର୍ମ ଘଟଣା, ଆଜି ମୁଖ୍ୟ ଅଭିଯୁକ୍ତଙ୍କୁ କରାଯିବ କୋର୍ଟ ଚାଲାଣ
ଆନ୍ଧ୍ରରୁ ଗିରଫ ମୁଖ୍ୟ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯିବ । ପୂର୍ବରୁ ଗିରଫ ୩ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।
/kanak/media/media_files/2025/09/17/12-2025-09-17-10-18-53.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)