ରାତି ପାହିଲେ ଆଗମନ କରିବେ ଗଜାନନ: ଭଳିକି ଭଳି ତୋରଣରେ ସଜେଇ ହୋଇଛି ମଣ୍ଡପ

କାରିଗର ବିଭିନ୍ନ ପ୍ରକାର ମୂର୍ତ୍ତି ପ୍ରସ୍ତୁତ କରିଛନ୍ତି । ଯାହାକୁ ଗ୍ରାହକ ଆଗ୍ରହର ସହ କିଣି ନେଉଛନ୍ତି । ହେଲେ ଏହାରି ଭିତରେ ଅନେକ ସ୍ଥାନରେ କାରିଗରଙ୍କ ଭିତରେ ଦେଖିବାକୁ ମିଳିଛି ଅସନ୍ତୋଷ । କାରଣ ପରିଶ୍ରମ ଅନୁସାରେ ମୂର୍ତ୍ତି କାରିଗରକୁ ପାରିଶ୍ରମିକ ମିଳୁନଥିବାରୁ କହୁଛନ୍ତି କାରିଗର ।  

14

Photograph: (kanak news)

କନକ ବ୍ୟୁରୋ: ଆଉ ଗୋଟିଏ ଦିନ ପରେ ଗଣେଶ ପୂଜା । ଗଜାନନଙ୍କ ପୂଜା ପାଇଁ ଚାଲିଛି ସବୁଠି ଜୋରଦାର ପ୍ରସ୍ତୁତି । ଭଳିକି ଭଳି ତୋରଣରେ ସଜେଇ ହେଉଛି ଗାଁ ଠୁ ସହର । ବିଭିନ୍ନ ପୂଜା ମଣ୍ଡପରେ ଭିନ୍ନ ଭିନ୍ନ ରୂପ ଦେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ଉଭୟ କାରିଗର ଓ ପୂଜା କମିଟି ସଦସ୍ୟ । କାରିଗର ବିଭିନ୍ନ ପ୍ରକାର ମୂର୍ତ୍ତି ପ୍ରସ୍ତୁତ କରିଛନ୍ତି । ଯାହାକୁ ଗ୍ରାହକ ଆଗ୍ରହର ସହ କିଣି ନେଉଛନ୍ତି । ହେଲେ ଏହାରି ଭିତରେ ଅନେକ ସ୍ଥାନରେ କାରିଗରଙ୍କ ଭିତରେ ଦେଖିବାକୁ ମିଳିଛି ଅସନ୍ତୋଷ । କାରଣ ପରିଶ୍ରମ ଅନୁସାରେ ମୂର୍ତ୍ତି କାରିଗରକୁ ପାରିଶ୍ରମିକ ମିଳୁନଥିବାରୁ କହୁଛନ୍ତି କାରିଗର ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe