ପୂଜା ଭସାଣୀରେ ଛୁରାମାଡ,ଢେଙ୍କାନାଳ ତରଭା ଗାଁରେ ଆକ୍ରମଣରେ ଦୁଇ ଆହତ

ଗଣେଶ ପୂଜା ଭସାଣୀରେ ଛୁରାମାଡ। ତରଭା ଗାଁରେ ସାମାନ୍ୟ ବଚସାକୁ ନେଇ ଛୁରାମାଡ ହୋଇଛି । ପରସ୍ପର ମଧ୍ୟରେ ଏହି ଆକ୍ରମଣରେ ଦୁଇ ଜଣ ଆହତ

puja

କନକବ୍ୟୁରୋ: ଗଣେଶ ପୂଜା ଭସାଣୀରେ ଛୁରାମାଡ। ତରଭା ଗାଁରେ ସାମାନ୍ୟ ବଚସାକୁ ନେଇ ଛୁରାମାଡ ହୋଇଛି । ପରସ୍ପର ମଧ୍ୟରେ ଏହି ଆକ୍ରମଣରେ ଦୁଇ ଜଣ ଆହତ ହୋଇଛନ୍ତି  । ଆହତ ୨ ଯୁବକ ହେଉଛନ୍ତି ତରଭା ଗାଁର ସୁବତ୍ର ସ୍ବାଇଁ ଓ ମୋହନ ସ୍ବାଇଁ । ଏନେଇ ତରଭା ଫାଣ୍ଡିରେ ଅଭିଯୋଗ ହେବା ପରେ ଆକ୍ରମଣକାରୀ ବୁବୁ ମଲ୍ଲିକଙ୍କୁ ଖୋଜୁଛି ପୋଲିସ । ଛୁରାମାଡ କରିବା ପରେ ଅଭିଯୁକ୍ତ ବୁବୁ ଫେରାର ଥିବା ନେଇ ସୂଚନା ଦେଇଛି ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe