କନକବ୍ୟୁରୋ: ଗଣେଶ ପୂଜା ଭସାଣୀରେ ଛୁରାମାଡ। ତରଭା ଗାଁରେ ସାମାନ୍ୟ ବଚସାକୁ ନେଇ ଛୁରାମାଡ ହୋଇଛି । ପରସ୍ପର ମଧ୍ୟରେ ଏହି ଆକ୍ରମଣରେ ଦୁଇ ଜଣ ଆହତ ହୋଇଛନ୍ତି । ଆହତ ୨ ଯୁବକ ହେଉଛନ୍ତି ତରଭା ଗାଁର ସୁବତ୍ର ସ୍ବାଇଁ ଓ ମୋହନ ସ୍ବାଇଁ । ଏନେଇ ତରଭା ଫାଣ୍ଡିରେ ଅଭିଯୋଗ ହେବା ପରେ ଆକ୍ରମଣକାରୀ ବୁବୁ ମଲ୍ଲିକଙ୍କୁ ଖୋଜୁଛି ପୋଲିସ । ଛୁରାମାଡ କରିବା ପରେ ଅଭିଯୁକ୍ତ ବୁବୁ ଫେରାର ଥିବା ନେଇ ସୂଚନା ଦେଇଛି ପୋଲିସ ।
ପୂଜା ଭସାଣୀରେ ଛୁରାମାଡ,ଢେଙ୍କାନାଳ ତରଭା ଗାଁରେ ଆକ୍ରମଣରେ ଦୁଇ ଆହତ
ଗଣେଶ ପୂଜା ଭସାଣୀରେ ଛୁରାମାଡ। ତରଭା ଗାଁରେ ସାମାନ୍ୟ ବଚସାକୁ ନେଇ ଛୁରାମାଡ ହୋଇଛି । ପରସ୍ପର ମଧ୍ୟରେ ଏହି ଆକ୍ରମଣରେ ଦୁଇ ଜଣ ଆହତ
/kanak/media/media_files/5NMA5AwolYOhwzpUKbUm.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)