କମିଶନରେଟ ପୋଲିସର ନିୟମକୁ ଫୁ ,ଗଣେଷ ପୂଜା ଭସାଣିରେ ବାଜିଲା ଡିଜେ

Advertisment

ନିୟମ ଜାରି ହେଲା କମିଶନରେଟ ପୋଲିସ ତରଫରୁ , କିନ୍ତୁ ନିୟମକୁ ଖୋଲାଖୋଲି ଉଲ୍ଲଘନ କରିଛନ୍ତି ପୁଜା ବଜାର ର ସମସ୍ତ କମିଟି

ନିୟମ ଜାରି ହେଲା କମିଶନରେଟ ପୋଲିସ ତରଫରୁ , କିନ୍ତୁ ନିୟମକୁ ଖୋଲାଖୋଲି ଉଲ୍ଲଘନ କରିଛନ୍ତି ପୁଜା ବଜାର ର ସମସ୍ତ କମିଟି

GANESH

କନକବ୍ୟୁରୋ : ନିୟମ ଜାରି ହେଲା କମିଶନରେଟ ପୋଲିସ ତରଫରୁ ,କିନ୍ତୁ ନିୟମକୁ ଖୋଲାଖୋଲି ଉଲ୍ଲଘନ କରିଛନ୍ତି ପୁଜା ବଜାର ର ସମସ୍ତ କମିଟି । ଗଣେଶ ପୁଜା ଭସାଣିରେ ବାଜିଲା ଡିଜେ । କିନ୍ତୁ କିଛି ଦିନ ଆଗରୁ ଡିଜେ ନ ବାଜିବା ନେଇ ନିୟମ ଜାରି କରିଥିଲେ କମିଶନରେଟ ପୋଲିସ । ତେବେ ଏହି ନିୟମର ଧଜିଆ ଉଡାଇଛନ୍ତି ଭୁବନେଶ୍ୱର ଚନ୍ଦକା ଥାନା ଅଂଚଳର  ପୁଜା କମିଟି । ଚନ୍ଦକା ଥାନାର ୨ ଶହ ମିଟର ଦୁରରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe