କନକବ୍ୟୁରୋ : ନିୟମ ଜାରି ହେଲା କମିଶନରେଟ ପୋଲିସ ତରଫରୁ ,କିନ୍ତୁ ନିୟମକୁ ଖୋଲାଖୋଲି ଉଲ୍ଲଘନ କରିଛନ୍ତି ପୁଜା ବଜାର ର ସମସ୍ତ କମିଟି । ଗଣେଶ ପୁଜା ଭସାଣିରେ ବାଜିଲା ଡିଜେ । କିନ୍ତୁ କିଛି ଦିନ ଆଗରୁ ଡିଜେ ନ ବାଜିବା ନେଇ ନିୟମ ଜାରି କରିଥିଲେ କମିଶନରେଟ ପୋଲିସ । ତେବେ ଏହି ନିୟମର ଧଜିଆ ଉଡାଇଛନ୍ତି ଭୁବନେଶ୍ୱର ଚନ୍ଦକା ଥାନା ଅଂଚଳର ପୁଜା କମିଟି । ଚନ୍ଦକା ଥାନାର ୨ ଶହ ମିଟର ଦୁରରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି
କମିଶନରେଟ ପୋଲିସର ନିୟମକୁ ଫୁ ,ଗଣେଷ ପୂଜା ଭସାଣିରେ ବାଜିଲା ଡିଜେ
ନିୟମ ଜାରି ହେଲା କମିଶନରେଟ ପୋଲିସ ତରଫରୁ , କିନ୍ତୁ ନିୟମକୁ ଖୋଲାଖୋଲି ଉଲ୍ଲଘନ କରିଛନ୍ତି ପୁଜା ବଜାର ର ସମସ୍ତ କମିଟି
/kanak/media/media_files/PwXYN7d1g4miUtgVHQL2.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)