କନକ ବ୍ୟୁରୋ : ବିପଦରେ ଗଜରାଜ । ଅନୁଗୁଳ ବନଖଣ୍ଡରେ ଗୋଟିଏ ଦନ୍ତାହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଛି । ଶିକାରୀ ଫାଶ ପାଇଁ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବିପଦରେ ଗଜରାଜ: ଗଳିତ ମୃତଦେହ ଉଦ୍ଧାର
ବିପଦରେ ଗଜରାଜ । ଅନୁଗୁଳ ବନଖଣ୍ଡରେ ଗୋଟିଏ ଦନ୍ତାହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଛି । ଶିକାରୀ ଫାଶ ପାଇଁ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।
/kanak/media/media_files/2024/12/29/M4tOLiG6BpyMPIwMrwPk.jpg)