କନକବ୍ୟୁରୋ : ରାଜଧାନୀରେ ବଡ଼ ଠକେଇ , ସୁଧ ଦେବାକୁ କହି ମୂଳଧନ ପୋଛିନେଲା ଠକ । ଅଭିଯୁକ୍ତକୁ ବାନ୍ଧିଲା ସ୍ପେଶାଲ କ୍ରାଇମ ୟୁନିଟ । ୧୫ କୋଟି ଟଙ୍କା ଠକେଇରେ ଅଭିଯୁକ୍ତ ରମେଶ ଚନ୍ଦ୍ର ମାଝିଙ୍କୁ ସ୍ପେଶାଲ କ୍ରାଇମ ୟୁନିଟ ପକ୍ଷରୁ ଗିରଫ କରାଯାଇଛି । ସୁନା ବ୍ୟବସାୟ ନାଁରେ ଲୋକଙ୍କୁ ବର୍ଷ ବର୍ଷ ଧରି ଲୁଟି ଚାଲିଥିଲା ଏହି ଅଭିଯୁକ୍ତ । ୨୦ ପ୍ରତିଶତ ସୁଧ ଫେରାଇବାର ଲୋଭ ଦେଖାଇ ଲୋକମାନଙ୍କୁ ଠକିଚାଲିଥିବା ବେଳେ ଶେଷରେ ଏହି ଠକ ଆଇନ ହାତରେ ଧରାପଡିଛି ।
ରାଜଧାନୀରେ ବଡ଼ ଧରଣର ଠକେଇ : ସୁଧ ଦେବାକୁ କହି ମୂଳଧନ ପୋଛିନେଲା ଠକ
ରାଜଧାନୀରେ ବଡ଼ ଠକେଇ , ସୁଧ ଦେବାକୁ କହି ମୂଳଧନ ପୋଛିନେଲା ଠକ । ଅଭିଯୁକ୍ତକୁ ବାନ୍ଧିଲା ସ୍ପେଶାଲ କ୍ରାଇମ ୟୁନିଟ ।
/kanak/media/media_files/2025/07/23/intrest-2025-07-23-17-00-18.jpg)