panic Photograph: (kanakNews)
କନକ ବ୍ୟୁରୋ: କାକଟପୁର ବ୍ଲକ ବାଜପୁରର କୃଷ୍ଣନଗର ପାଟଣା ଗ୍ରାମରେ ପାଗଳ ବିଲୁଆ ଆତଙ୍କରେ ଆତଙ୍କିତ ଗ୍ରାମବାସୀ । ପାଗଳ ବିଲୁଆ ଦୁଇଟି ଗାଁ ଭିତରେ ପଶି ଲୋକଙ୍କୁ ଆକ୍ରମଣ କରିବାକୁ ଉଦ୍ୟମକରିବା ବେଳେ ଲୋକେ ଘରେ ପଶିଯାଇଥିଲେ । ଶେଷରେ ବିଲୁଆ ଏକ ବିଦ୍ୟାଳୟ ଅଙ୍ଗନବାଡି କେନ୍ଦ୍ର ଭିତରକୁ ପଶିଯାଇଥିଲା । ଶେଷରେ ଶିକ୍ଷକ ମାନେ ଘରେ ତାଲା ପକାଇ ପିଲାଙ୍କୁ ପାଠ ପଢାଇଲେ । କୃଷ୍ଣନଗର ପଟଣାରେ ବିଲୁଆ ଆତଙ୍କରେ କୋକୁଆଭୟରେ ଥିବା ବେଳେ ବନ ବିଭାଗ ଏପର୍ୟ୍ୟନ୍ତ ବିଲୁଆକୁ କାବୁ କରିନାହାନ୍ତି
Follow Us