କନକ ବ୍ୟୁରୋ: କାକଟପୁର ବ୍ଲକ ବାଜପୁରର କୃଷ୍ଣନଗର ପାଟଣା ଗ୍ରାମରେ ପାଗଳ ବିଲୁଆ ଆତଙ୍କରେ ଆତଙ୍କିତ ଗ୍ରାମବାସୀ । ପାଗଳ ବିଲୁଆ ଦୁଇଟି ଗାଁ ଭିତରେ ପଶି ଲୋକଙ୍କୁ ଆକ୍ରମଣ କରିବାକୁ ଉଦ୍ୟମକରିବା ବେଳେ ଲୋକେ ଘରେ ପଶିଯାଇଥିଲେ । ଶେଷରେ ବିଲୁଆ ଏକ ବିଦ୍ୟାଳୟ ଅଙ୍ଗନବାଡି କେନ୍ଦ୍ର ଭିତରକୁ ପଶିଯାଇଥିଲା । ଶେଷରେ ଶିକ୍ଷକ ମାନେ ଘରେ ତାଲା ପକାଇ ପିଲାଙ୍କୁ ପାଠ ପଢାଇଲେ । କୃଷ୍ଣନଗର ପଟଣାରେ ବିଲୁଆ ଆତଙ୍କରେ କୋକୁଆଭୟରେ ଥିବା ବେଳେ ବନ ବିଭାଗ ଏପର୍ୟ୍ୟନ୍ତ ବିଲୁଆକୁ କାବୁ କରିନାହାନ୍ତି
ଗାଁରେ ପାଗଳ ବିଲୁଆ ଆତଙ୍କ ; ବିଲୁଆକୁ କାବୁ କରିପାରୁନି ବନ ବିଭାଗ
ଗାଁରେ ବୁଲୁଛି ପାଗଳ ବିଲୁଆ । କାକଟପୁର ବ୍ଲକ କୃଷ୍ଣନଗର ପାଟଣା ଗ୍ରାମରେ ଆତଙ୍କ । ଘର ଭିତରେ ଲୋକଙ୍କୁ ଆକ୍ରମଣ ଉଦ୍ୟମ । ବିଲୁଆକୁ କାବୁ କରିପାରିନାହିଁ ବନ ବିଭାଗ ।
/kanak/media/media_files/2025/02/08/hZq83eZMN1FPo86QabEp.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)