କନକବ୍ୟୁରୋ : ପ୍ରସିଦ୍ଧ ଚନ୍ଦନେଶ୍ଵର ଚଡକ ମେଳାର ଚତୁର୍ଥ ଅର୍ଘ୍ୟ । ଉପବାସଧାରୀ ଭକ୍ତଙ୍କ ସଂଖ୍ୟା ୩ ଲକ୍ଷ ପାର କରିଛି । ଆସନ୍ତାକାଲି ବାବାଙ୍କ ସ୍ୱତନ୍ତ୍ର ପର୍ବ ନୀଳ ପର୍ବ ଥିବାରୁ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ସୁରକ୍ଷା ଦୃଷ୍ଟିରୁ ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ନୀଳ ପର୍ବ ପାଇଁ ଚନ୍ଦନେଶ୍ବର ମନ୍ଦିର ପରିସରରେ ଥିବା ନୀଳ ପୋଖରୀରେ ଅଗ୍ନିଶମ ବିଭାଗକୁ ମୁତୟନ କରାଯାଇଛି । ଭକ୍ତ ମାନେ ନୀଳ ପୋଖରୀରେ ବୁଡ଼ ପକାଇ ମନ୍ଦିର ଚାରିପାଖେ ପରିକ୍ରମା କରିଛନ୍ତି ।
ଚନ୍ଦନେଶ୍ଵର ଚଡକ ମେଳାର ଚତୁର୍ଥ ଅର୍ଘ୍ୟ : କାଲି ବାବାଙ୍କ ସ୍ୱତନ୍ତ୍ର ନୀଳ ପର୍ବ
ପ୍ରସିଦ୍ଧ ଚନ୍ଦନେଶ୍ଵର ଚଡକ ମେଳାର ଚତୁର୍ଥ ଅର୍ଘ୍ୟ । ଉପବାସଧାରୀ ଭକ୍ତଙ୍କ ସଂଖ୍ୟା ୩ ଲକ୍ଷ ପାର କରିଛି । ଆସନ୍ତାକାଲି ବାବାଙ୍କ ସ୍ୱତନ୍ତ୍ର ପର୍ବ ନୀଳ ପର୍ବ ଥିବାରୁ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି ।
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)