କନକ ବ୍ୟୁରୋ : ଚାରି ଭାରତୀୟ ଖୋଳାଳିଙ୍କୁ ମିଳିବ ଖେଳରତ୍ନ । କ୍ରିଡାରେ ଉଲ୍ଲେଖନୀୟ ଅବଦାନ ପାଇଁ ମିଳୁଛି ଖେଳରତ୍ନ । ଏହି ଲିଷ୍ଟରେ ଚେସ୍ ତାରକା ଡି ଗୁକେଶ, ପୁରୁଷ ହକି ଦଳ କ୍ୟାପ୍ଟେନ ହରମନପ୍ରୀତି ସିଂ, ପାରା ଆଥଲେଟ୍ ପ୍ରବୀଣ କୁମାର ଏବଂ ସୁଟର ମନୁ ଭାକର ସାମିଲ ଅଛନ୍ତି । ସେହିପରି ଆଉ ୩୨ ଖେଳାଳିଙ୍କୁ ମିଳିବ ଅର୍ଜୁନ ପୁରସ୍କାର। ୧୭ ଜାନୁଆରୀରେ ରାଷ୍ଟ୍ରପତି ଭବନରେ ଏକ ବିଶେଷ ସମାରୋହରେ ଖେଳାଳି ମାନଙ୍କୁ ଦିଆଯିବ ପୁରସ୍କାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)