ପହଲଗାମ ଘଟଣାକୁ ନେଇ କେନ୍ଦ୍ରର ଘନଘନ ବୈଠକ ; ବୁଧବାର ବସିବ ସିସିଏସ ବୈଠକ

Advertisment

ପହଲଗାମ ଆକ୍ରମଣ ଘଟଣାକୁ ନେଇ କାଲି କେନ୍ଦ୍ର ସରକାରଙ୍କ ୪ଟି ଗୁରୁତ୍ବପୂର୍ଣ୍ଣ ବୈଠକ । ବୁଧବାର ୧୧ଟାରେ ବସିବ ସିସିଏସ ବୈଠକ , ନିଆଯାଇପାରେ ବଡ଼ ନିଷ୍ପତ୍ତି । 

Updated On

ପହଲଗାମ ଆକ୍ରମଣ ଘଟଣାକୁ ନେଇ କାଲି କେନ୍ଦ୍ର ସରକାରଙ୍କ ୪ଟି ଗୁରୁତ୍ବପୂର୍ଣ୍ଣ ବୈଠକ । ବୁଧବାର ୧୧ଟାରେ ବସିବ ସିସିଏସ ବୈଠକ , ନିଆଯାଇପାରେ ବଡ଼ ନିଷ୍ପତ୍ତି । 

ଅଦ୍ୟତନ ହୋଇଛି
CCS meeting

CCS meeting Photograph: (KanakNews)

କନକ ବ୍ୟୁରୋ: ପହଲଗାମ ଆତଙ୍କୀ ଆକ୍ରମଣକୁ ନେଇ କେନ୍ଦ୍ର ସରକାରଙ୍କ ଘନଘନ ବୈଠକ। ଆସନ୍ତା କାଲି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ବସିବ ୪ଟି ବଡ ବୈଠକ । ସୂଚନା ଅନୁସାରେ, ବୁଧବାର ୧୧ଟାରେ ବସିବ ସିସିଏସ ବୈଠକ  , ଯାହାର ଅଧ୍ୟକ୍ଷତା କରିବେ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦୀ । ଏଥିରେ ଆଲୋଚନା ପରେ ନିଆଯାଇପାରେ ବଡ଼ ନିଷ୍ପତ୍ତି ।

କେନ୍ଦ୍ରର ତନାଘନା :
ବୁଧବାର ଦିନ ୧୧ଟାରେ ସିସିଏସ ବୈଠକ
ମୋଦୀଙ୍କ ଅଧ୍ୟକ୍ଷତାରେ ବୈଠକ
ସୁରକ୍ଷା ପ୍ରସ୍ତୁତି ଉପରେ ହେବ ଚର୍ଚ୍ଚା
ଏହା ପରେ ବସିବ ସିସିପିଏ ବୈଠକ
କ୍ୟାବିନେଟ କମିଟି ଅନ୍ ପଲିଟିକାଲ ଆଫେୟାର୍ସ
ମୋଦୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ
ବୈଠକରେ ଯୋଗ ଦେବେ ପ୍ରତିରକ୍ଷା ମନ୍ତ୍ରୀ, ଗୃହମନ୍ତ୍ରୀ, ଅର୍ଥମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ
ଏହା ପରେ ବସିବ ସିସିଇଏ ବୈଠକ
ଏହା ପରେ ବସିବ କ୍ୟାବିନେଟ ବୈଠକ
ପହଲଗାମ ଆକ୍ରମଣ ପରେ ପ୍ରଥମ ଥର କ୍ୟାବିନେଟ ବୈଠକ ବସିବ
ବୈଠକରେ ସୁରକ୍ଷା ପ୍ରସ୍ତୁତି, ଆଗକୁ ସରକାରଙ୍କ ପଦକ୍ଷେପ କଣ ହେବ ସେ ନେଇ ଚର୍ଚ୍ଚା ହେବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe