କନକ ବ୍ୟୁରୋ : ପ୍ରତୀକ୍ଷାର ଅନ୍ତ ଘଟିଲା । ଆଜି ପଡିବ ରାୟଗଡ଼ା ରେଳ ମଣ୍ଡଳର ଶୁଭ । ଭିଡିଓ କନଫରେନସିଂରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାୟଗଡା ରେଳ ମଣ୍ଡଳର ଭୂମି ପୂଜନ କରିବେ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ରାୟଗଡା ସ୍ଥିତ ରେଳବାଇ ପଡିଆରେ ବିରାଟ ଆୟୋଜନ ହୋଇଛି । ରେଳ ରାଷ୍ଟ୍ରମନ୍ତ୍ରୀ ରାବନୀତ ସିଂ ବିଟୁ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ ରହିବେ । ଏହାଦ୍ବାରା ରାୟଗଡା ବାସୀଙ୍କ ଦୀର୍ଘ ବର୍ଷର ଦାବି ପୂରଣ ହେବ ।
ରେଳ ମଣ୍ଡଳ ବିଲ୍ଡିଂର ହେଲା ଶିଳାନ୍ୟାସ ; ଭିଡିଓ କନଫରେନ୍ସିଂରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ପ୍ରତୀକ୍ଷାର ଅନ୍ତ ଘଟିଲା । ଆଜି ପଡିବ ରାୟଗଡ଼ା ରେଳ ମଣ୍ଡଳର ଶୁଭ । ଭିଡିଓ କନଫରେନସିଂରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାୟଗଡା ରେଳ ମଣ୍ଡଳର ଭୂମି ପୂଜନ କରିବେ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ରାୟଗଡା ସ୍ଥିତ ରେଳବାଇ ପଡିଆରେ ବିରାଟ ଆୟୋଜନ ହୋଇଛି ।
/kanak/media/media_files/2025/01/06/pLmwyZMBNXW3rtR7wgBZ.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)