ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କ ଦେହାନ୍ତ । ୧୦୦ ବର୍ଷ ବୟସରେ ଆଖିବୁଜିଲେ

Advertisment

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କ ଦେହାନ୍ତ । ୧୦୦ ବର୍ଷ ବୟସରେ ଆଖିବୁଜିଲେ ପୂର୍ବତନ ରାଷ୍ଟ୍ରପତି । ଆମେରିକାର ୩୯ତମ ରାଷ୍ଟ୍ରପତି ଥିଲେ ଜିମି କାର୍ଟର ।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କ ଦେହାନ୍ତ । ୧୦୦ ବର୍ଷ ବୟସରେ ଆଖିବୁଜିଲେ ପୂର୍ବତନ ରାଷ୍ଟ୍ରପତି । ଆମେରିକାର ୩୯ତମ ରାଷ୍ଟ୍ରପତି ଥିଲେ ଜିମି କାର୍ଟର ।

jimmy-carter

jimmy-carter Photograph: (KanakNews )

କନକ ବ୍ୟୁରୋ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କ ଦେହାନ୍ତ । ୧୦୦ ବର୍ଷ ବୟସରେ ଆଖିବୁଜିଲେ ପୂର୍ବତନ ରାଷ୍ଟ୍ରପତି । ଆମେରିକାର ୩୯ତମ ରାଷ୍ଟ୍ରପତି ଥିଲେ ଜିମି କାର୍ଟର । ୪ବର୍ଷ ରାଇଁ ୧୯୭୭ରୁ ୧୯୮୧ ପର୍ଯ୍ୟନ୍ତ ରାଷ୍ଟ୍ରପତି ଥିଲେ । ୨୦୦୨ରେ ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ ହୋଇଥିଲେ । 

ପୂର୍ବତନ ରାଷ୍ଟ୍ରପତିଙ୍କ ଦେହାନ୍ତକୁ ନେଇ ଶୋକପ୍ରକାଶ କଲେ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ୍ । ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପ ଓ ବାରାକ ଓବାମା ବି ଶୋକପ୍ରକାଶ କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe