କନକ ବ୍ୟୁରୋ : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ହଠାତ ଅସୁସ୍ଥ ହୋଇପଡିଛନ୍ତି । ତାଙ୍କୁ ହସ୍ପିଟାଲର ଏମରଜେନ୍ସି ୱାର୍ଡରେ ଭର୍ତ୍ତି କରାଯାଇଛି । ତାଙ୍କୁ ଦିଲ୍ଲୀ ଏମ୍ସର ଏମରଜେନ୍ସି ୱାର୍ଡରେ ଭର୍ତ୍ତି କରାଯାଇଛି । ୯୨ ବର୍ଷିୟ ମନମୋହନ ସିଂଙ୍କୁ ଆଜି ସନ୍ଧ୍ୟାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶରୀରର କେଉଁ ଅସୁବିଧା କାରଣରୁ ମେଡିକାଲରେ ଭର୍ତ୍ତି କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ ।
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଗୁରୁତର । ହସ୍ପିଟାଲର ଇମରଜେନ୍ସି ୱାର୍ଡରେ ଭର୍ତ୍ତି
୯୨ ବର୍ଷିୟ ମନମୋହନ ସିଂଙ୍କୁ ଆଜି ସନ୍ଧ୍ୟାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶରୀରର କେଉଁ ଅସୁବିଧା କାରଣରୁ ମେଡିକାଲରେ ଭର୍ତ୍ତି କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ ।
/kanak/media/media_files/2024/12/26/ccKSy9qB6vNloq0hNPnd.jpg)