ପୂର୍ବତନ ବିଧାୟକ ସୁଶାନ୍ତ  ସିଂ ଗୁରୁତର ।  ହସ୍ପିଟାଲରେ ଭର୍ତ୍ତି ।

Advertisment

ପୂର୍ବତନ ବିଧାୟକ ସୁଶାନ୍ତ ସିଂ ଗୁରୁତର । ସଶାନ୍ତଙ୍କୁ ଭେଟିଲେ ନବୀନ ପଟ୍ଟନାୟକଙ୍କ ସହ ଅନ୍ୟ ବିଜେଡି ନେତା ।

Updated On

ପୂର୍ବତନ ବିଧାୟକ ସୁଶାନ୍ତ ସିଂ ଗୁରୁତର । ସଶାନ୍ତଙ୍କୁ ଭେଟିଲେ ନବୀନ ପଟ୍ଟନାୟକଙ୍କ ସହ ଅନ୍ୟ ବିଜେଡି ନେତା ।

ଅଦ୍ୟତନ ହୋଇଛି
ସୁଶାନ୍ତ  ସିଂ

କନକ ବ୍ୟୁରୋ :  ପୂର୍ବତନ  ବିଧାୟକ  ସୁଶାନ୍ତ  ସିଂ ଗୁରୁତର ।  ଭୁବନେଶ୍ବରର ଏକ  ହସ୍ପିଟାଲରେ  ତାଙ୍କର  ଚିକିତ୍ସା  ଚାଲିଛି ।  ତେବେ ହସ୍ପିଟାଲ ଯାଇ ଗୁରୁତର ସୁଶାନ୍ତଙ୍କୁ ଭେଟିଛନ୍ତି ବିରୋଧି ଦଳର ନେତା ନବୀନ ପଟ୍ଟନାୟକ ।  ବିଜେଡିର ଅନ୍ୟ ବରିଷ୍ଠ ନେତା ମଧ୍ୟ  ଗୁରୁତର ସୁଶାନ୍ତଙ୍କୁ ଭେଟିଛନ୍ତି।  

ନବୀନ ପଟ୍ଟନାୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe