ହସ୍ପିଟାଲରେ ଭର୍ତ୍ତି ହେଲେ ଉଦ୍ଧବ ଠାକରେ । ଛାତିରେ ସମସ୍ୟା ଯୋଗୁଁ କରାଇଥିଲେ ଆଞ୍ଜିଓପ୍ଲାଷ୍ଟି ।

Advertisment

ଶିବସେନା ୟୁବିଟି ଗୋଷ୍ଠୀ ମୁଖ୍ୟ ଉଦ୍ଧବ ଠାକରେ ହସ୍ପିଟାଲରେ ଭର୍ତ୍ତି । ଛାତିରେ ସମସ୍ୟା ଯୋଗୁଁ କରାଇଥିଲେ ଆଞ୍ଜିଓପ୍ଲାଷ୍ଟି ସର୍ଜରୀ । ସ୍ବାସ୍ଥ୍ୟାବସ୍ଥା ଠିକ୍ ଥିବା ଡାକ୍ତର କର୍ତ୍ତୃପକ୍ଷଙ୍କ ସୂଚନା ।

ଶିବସେନା ୟୁବିଟି ଗୋଷ୍ଠୀ ମୁଖ୍ୟ ଉଦ୍ଧବ ଠାକରେ ହସ୍ପିଟାଲରେ ଭର୍ତ୍ତି । ଛାତିରେ ସମସ୍ୟା ଯୋଗୁଁ କରାଇଥିଲେ ଆଞ୍ଜିଓପ୍ଲାଷ୍ଟି ସର୍ଜରୀ । ସ୍ବାସ୍ଥ୍ୟାବସ୍ଥା ଠିକ୍ ଥିବା ଡାକ୍ତର କର୍ତ୍ତୃପକ୍ଷଙ୍କ ସୂଚନା ।

Udhab Thakrey

କନକ ବ୍ୟୁରୋ: ହସ୍ପିଟାଲରେ ଭର୍ତ୍ତି ହେଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।  ଗତ ୨୦୧୨ରେ ହୃଦଘାତର ଶିକାର ହୋଇଥିଲେ । ତାଙ୍କ ହାର୍ଟରେ ବ୍ଲକେଜ୍ ଥିବାରୁ ୨୦୧୬ ତାଙ୍କର ଆଞ୍ଜିଓପ୍ଲାଷ୍ଟି ସର୍ଜରୀ ହୋଇଥିଲା । ଏଣୁ ସୋମବାର ସ୍ବାସ୍ଥ୍ୟ ଯାଞ୍ଚ ପାଇଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ହୃତପିଣ୍ଡରେ ସମସ୍ୟା ରହିଛି, କିଛି ଦିନ ଅନ୍ତରାଳରେ ସେ ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ କରାଇ ଆସୁଛନ୍ତି । କାରଣ ଏହାପରେ ସେ ଆଞ୍ଜିଓପ୍ଲାଷ୍ଟିର ଆଗାମୀ ଚିକିତ୍ସା ସୋପାନ ପୂରଣ କରିବେ  ଡାକ୍ତର । ୨୦୧୬ରେ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଇଥିଲା ।  ସେହି ସମୟରେ ତାଙ୍କର ୬୦ ପ୍ରତିଶତ ଆଞ୍ଜିଓପ୍ଲାଷ୍ଟି ସର୍ଜରୀ କରାଯାଇଥିଲା । ହାର୍ଟ ବ୍ଲକେଜ ନେଇ ଆହୁରି ୪୦ ପ୍ରତିଶତ ଆଞ୍ଜିଓପ୍ଲାଷ୍ଟି ବାକି ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe