ମଝି ସମୁଦ୍ରରେ ଚାଲିଗଲା ଜୀବନ , ପେଟ୍ରୋଲିଂ ବେଳେ ହୃଦ୍‌ଘାତରେ ଟଳିପଡିଲେ ବନକର୍ମଚାରୀ

Advertisment

ମଝି ସମୁଦ୍ରରେ ଚାଲିଗଲା ଜୀବନ। ଗଭୀର ସମୁଦ୍ର ମଝିରେ ପେଟ୍ରୋଲିଂ ବେଳେ ଟଳିପଡିଲେ ବନକର୍ମଚାରୀ। କର୍ତବ୍ୟ ସଂପାଦନ କରୁକରୁ ଜୀବନ ଚାଲିଗଲା। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଂଚଳରେ। ସମୁଦ୍ରର ୧୩ କିଲୋମିଟର ଭିତରେ ଵିରଳ ଅଲିଭରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଚାଲିଥିଲା ପାଟ୍ରୋଲିଙ୍ଗ । ଏପରିକି ପାଟ୍ରୋଲିଙ୍ଗ ବେଳେ ବେଆଇନ ଭାବେ ମାଛ ମାରୁଥିବା ଏକ ବୋଟକୁ ବିଳମ୍ବିତ ରାତିରେ ଜବତ ମଧ୍ୟ କରିଥିଲା ଟିମ।

stroke

କନକବ୍ୟୁରୋ : ମଝି ସମୁଦ୍ରରେ ଚାଲିଗଲା ଜୀବନ । ଗଭୀର ସମୁଦ୍ର ମଝିରେ ପେଟ୍ରୋଲିଂ ବେଳେ ଟଳିପଡିଲେ ବନକର୍ମଚାରୀ । କର୍ତବ୍ୟ ସଂପାଦନ କରୁକରୁ ଜୀବନ ଚାଲିଗଲା । ଏଭଳି ଅଭାବନୀୟ ଘଟଣା ଘଟିଛି  କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଂଚଳରେ । ସମୁଦ୍ରର ୧୩ କିଲୋମିଟର ଭିତରେ ଵିରଳ ଅଲିଭରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଚାଲିଥିଲା ପାଟ୍ରୋଲିଙ୍ଗ  ।

ଏପରିକି ପାଟ୍ରୋଲିଙ୍ଗ ବେଳେ ବେଆଇନ ଭାବେ ମାଛ ମାରୁଥିବା ଏକ ବୋଟକୁ ବିଳମ୍ବିତ ରାତିରେ ଜବତ ମଧ୍ୟ କରିଥିଲା ଟିମ । ସେହି ସମୟରେ ବନବିଭାଗର ନେଇଥିବା  ଟ୍ରଲରର ଡ୍ରାଇଭରଙ୍କୁ ଶୋଷ ଲାଗିବାରୁ ପାଣି ପିଇଥିଲେ  ।   ପାଣି ପିଇବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରି ଟ୍ରଲର ଉପରେ ହିଁ ଟଳି ପଡ଼ିଥିଲେ  । ତାଙ୍କସହ ଥିବା ଅନ୍ୟ ବନକର୍ମଚାରି ମାନେ ତାଙ୍କୁ ସଂଗେ ସଙ୍ଗେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ  । ଭୋର ସମୟରେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚିଥଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe