କନକ ବ୍ୟୁରୋ: ଭାଲୁକୁ ଟ୍ରାଙ୍କୁଲାଇଜ ଯାଇ, ନିଜେ ଟ୍ରାଙ୍କୁଲାଇଜ ହେଲେ ଫରେଷ୍ଟର। ଫରେଷ୍ଟରଙ୍କ ଦେହରେ ବାଜିଲା ଟ୍ରାଙ୍କୁଲାଇଜ ଇନଜେକସନ। ୫ ଘଣ୍ଟା ପରେ ବି ଫେରୁନି ଚେତା। ଗୁରୁତର ଅବସ୍ଥାରେ ଫରେଷ୍ଟର ଦୀପକ ସାହୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କ କଟକ ଏସସିବିକୁ ସ୍ଥାନାନ୍ତର କରାଯିବ ବୋଲି ଢେଙ୍କାନାଳ ଏଡିଏମଓ କହିଛନ୍ତି। କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କଙ୍କଡାହାଡ ଫରେଷ୍ଟ ସେକସନ କେରଜୋଳି ଠାରେ ଏକ ଭାଲୁକୁ ଟ୍ରାଙ୍କୁଲାଇ କରିବାକୁ ଯାଇଥଲେ ବନ ବିଭାଗ ଟିମ୍। ଭାଲୁକୁ ଟ୍ରାଙ୍କୁଲାଇଜ ଇଞ୍ଜେକସନ ଦେବା ସମୟରେ ଭୁଲବଶତଃ ଫରେଷ୍ଟରଙ୍କ ଦେହରେ ବାଜିଥିଲା। ଫଳରେ ଦିନ ୨ଟାରୁ ସନ୍ଧ୍ୟା ଏବେ ସୁଦ୍ଧା ତାଙ୍କ ଚେତା ଫେରିନି l ପଶୁଙ୍କୁ ଦିଆ ଯାଉଥିବା ହାଇପାୱାର ନିଶ୍ଚେତକ ମନୁଷ୍ୟ ଠାରେ ଲାଗିଥିବାରୁ ବିଳମ୍ବରେ ଚେତା ଆସିବ ବୋଲି ଡାକ୍ତର କହିଛନ୍ତି।
ଭାଲୁକୁ ଟ୍ରାଙ୍କୁଲାଇଜ କରୁଥିଲେ, ନିଜେ ଟ୍ରାଙ୍କୁଲାଇଜ୍ ହେଲେ । ୫ ଘଣ୍ଟା ପରେ ବି ଫେରୁନି ଫରେଷ୍ଟରଙ୍କ ଚେତା ।
Advertisment
ଭାଲୁକୁ ଟ୍ରାଙ୍କୁଲାଇଜ ଯାଇ, ନିଜେ ଟ୍ରାଙ୍କୁଲାଇଜ ହେଲେ ଫରେଷ୍ଟର। ଫରେଷ୍ଟରଙ୍କ ଦେହରେ ବାଜିଲା ଟ୍ରାଙ୍କୁଲାଇଜ ଇନଜେକସନ। ୫ ଘଣ୍ଟା ପରେ ବି ଫେରୁନି ଚେତା। ଗୁରୁତର ଅବସ୍ଥାରେ ଫରେଷ୍ଟର ଦୀପକ ସାହୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
Updated On

ଅଦ୍ୟତନ ହୋଇଛି
Follow Us