ହାତୀ ମୃତ୍ୟୁ ଘଟଣାରେ ଜଙ୍ଗଲମନ୍ତ୍ରୀଙ୍କ ଅସନ୍ତୋଷ :କହିଲେ କର୍ତ୍ତବ୍ୟରେ ଅବହେଳା କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ

Advertisment

ରେଢ଼ାଖୋଲ ହାତୀ ମୃତ୍ୟୁ ଘଟଣାରେ ଜଙ୍ଗଲ ମନ୍ତ୍ରୀଙ୍କ ପ୍ରତିକ୍ରିୟା। କହିଲେ, ଡିଏଫଓଙ୍କୁ ତାଗିଦ କରାଯାଇଛି। ସେ ଠିକ ଭାବେ ଡ୍ୟୁଟି କରିନାହାଁନ୍ତି। ଏପରିକି ତାଙ୍କୁ ଟ୍ରାନ୍ସଫର କରିବା ପାଇଁ ବିଭାଗର ଯୋଜନା ଥିବା ମନ୍ତ୍ରୀ କହିଛନ୍ତି।

ରେଢ଼ାଖୋଲ ହାତୀ ମୃତ୍ୟୁ ଘଟଣାରେ ଜଙ୍ଗଲ ମନ୍ତ୍ରୀଙ୍କ ପ୍ରତିକ୍ରିୟା। କହିଲେ, ଡିଏଫଓଙ୍କୁ ତାଗିଦ କରାଯାଇଛି। ସେ ଠିକ ଭାବେ ଡ୍ୟୁଟି କରିନାହାଁନ୍ତି। ଏପରିକି ତାଙ୍କୁ ଟ୍ରାନ୍ସଫର କରିବା ପାଇଁ ବିଭାଗର ଯୋଜନା ଥିବା ମନ୍ତ୍ରୀ କହିଛନ୍ତି।

mantri

କନକବ୍ୟୁରୋ : ରେଢ଼ାଖୋଲ ହାତୀ ମୃତ୍ୟୁ ଘଟଣାରେ ଜଙ୍ଗଲ ମନ୍ତ୍ରୀଙ୍କ ପ୍ରତିକ୍ରିୟା । କହିଲେ, ଡିଏଫଓଙ୍କୁ ତାଗିଦ କରାଯାଇଛି ।  ସେ ଠିକ ଭାବେ ଡ୍ୟୁଟି କରିନାହାଁନ୍ତି। ଏପରିକି ତାଙ୍କୁ ଟ୍ରାନ୍ସଫର କରିବା ପାଇଁ ବିଭାଗର ଯୋଜନା ଥିବା ମନ୍ତ୍ରୀ କହିଛନ୍ତି । ତଳସ୍ତରେ ସମ୍ପୃକ୍ତ ଥିବା କର୍ମଚାରୀଙ୍କ ବିରୋଧ ରେ କାର୍ୟ୍ୟାନୁଷ୍ଠାନ ନିଆଯାଇଛି। ସସପେଣ୍ଡ କରାଯାଇଛି ।

ରେଞ୍ଜରଙ୍କ ବିରୋଧରେ ପିସିସିଏଫ ସ୍ତରରେ କାର୍ଯ୍ୟାନୁଷ୍ଠାନ  ନିଆଯିବ । ତାଙ୍କୁ ଘଟଣାରେ ସ୍ପଷ୍ଟୀକରଣ ରଖିବାକୁ କୁହାଯାଇଛି। ଏନେଇ ପିସିସିଏଫ ସ୍ତରରେ ତର୍ଜମା ଚାଲିଛି। ବାରହା ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀଙ୍କ ମୃତ୍ୟୁ ହୋଇଥିଲା। ଏଥିରେ ୪ ବନକର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe