କନକବ୍ୟୁରୋ : ହାତୀଙ୍କ ପାଇଁ ଘର କରିବେ ସରକାର । ହାତୀ ସୁରକ୍ଷା ପାଇଁ ହେବ ଦୀର୍ଘ କାଳୀନ ଯୋଜନା ।ଜଙ୍ଗଲ ଭିତରେ ହାତୀ ପାଇଁ ହେବ ଚାଷ । ପଣସ, ଆମ୍ବ, ବାଉଁଶ ଆଦି ହାତୀଙ୍କ ପାଇଁ ଲାଗିବ। ଯିବ ଜନ୍ତୁ ଙ୍କ ଭିତରେ ବି ଗରିବ ଅଛନ୍ତି । ଓଡ଼ିଶାରେ ୨୧୦୦ ରୁ ଉର୍ଦ୍ଧ ହାତୀ ଅଛନ୍ତି । ସେଭିତରୁ କେତେ ହାତୀଙ୍କ ନାହିଁ ଘର । ହାତୀଙ୍କ ପାଇଁ ଘର କରିବେ ସରକାର। ୪୦୦ ହାତୀଙ୍କ ନାହିଁ ଘର ସେମାନଙ୍କୁ ଘର ଅଭାବ ଯୋଗୁଁ ବୁଲୁଛନ୍ତି। ସେମାନଙ୍କ ପାଇଁ ନାହିଁ ଉଚିତ ପରିବେଶ ।  ଏ ନେଇ ସୂଚନା ଦେଇଛନ୍ତି ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ , ଏଥିସହ ସେ କହିଛନ୍ତି  ମାଇନିଙ୍ଗ, ପ୍ଲାଣ୍ଟ ସହ ବିଭିନ୍ନ କାର୍ଯ୍ୟ ପାଇଁ ହାତୀ ଙ୍କ ପାଇଁ ଉଚିତ ପରିବେଶ ନାହିଁ । ବିଜେଡି ସରକାର ହାତୀଙ୍କୁ ଘର ଦେଇପାରିଲା ନାହିଁ । ଏବେ ଯିବ ଜନ୍ତୁ ଙ୍କ ସଂଖ୍ୟା ବଢିଛି । ମୁଖ୍ୟମନ୍ତ୍ରୀ ରାଜି ହୋଇଛନ୍ତି ହାତୀଙ୍କ ପାଇଁ ଆମ ସରକାର ଘର କରିବା ସହ ସେମାନଙ୍କ ଘର ତିଆରି କରିବ ।

Advertisment