କନକ ବ୍ୟୁରୋ : ବାଲିଯାତ୍ରାରେ ବାସିଖାଦ୍ୟ । କଟକ ବାଲିଯାତ୍ରା ପଡ଼ିଆରେ ବିଭିନ୍ନ ଫୁଡ୍ ଷ୍ଟଲରେ ବାସି ଖାଦ୍ୟର ଯାଞ୍ଚ କରାଯାଇଛି । ବାଲିଯାତ୍ରା ପଡ଼ିଆରେ ମହାନଗର ନିଗମର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଭଳି ଯାଞ୍ଚ କରାଯାଇଛି । ବାସି ଖାଦ୍ୟ ଜବତ କରିବା ସହ ଏହାକୁ ନଷ୍ଟ କରାଯାଇଛି । ତେବେ ନିୟମିତ ବ୍ୟବଧାନରେ ବାଲିଯାତ୍ରା ସରିବା ଯାଏଁ ଏଭଳି ଯାଞ୍ଚ୍ ଜାରି ରହିବ ।