ଫୁଲ ତୋଳିବା ପଡିଲା ମହଙ୍ଗା : କୋରାପୁଟ ବୈପାରିଗୁଡ଼ା ମହିଳାଙ୍କ ବେକରୁ ମଙ୍ଗଳସୂତ୍ର ଝାମ୍ପି ନେଲେ ଦୁର୍ବୃତ୍ତ

Advertisment

ବଡି ଭୋରରୁ ଫୁଲ ତୋଳିବା ପଡିଲା ମହଙ୍ଗା । ମହିଳାଙ୍କ ବେକରୁ ମଙ୍ଗଳସୂତ୍ର ଝାମ୍ପି ନେଲେ ଦୁର୍ବୃତ୍ତ। ବୈପାରୀଗୁଡାରୁ ଏଭଳି ଘଟଣା ସାମ୍ନାକୁ ଆସିଛି ।  ମିଳିଥିବା ସୂଚନା ମୁତାବକ, ବୈପାରୀଗୁଡା ବୀରଖମ୍ବ ନିକଟରେ ସବୁଦିନ ଭଳି ମଞ୍ଜୁଲତା ଦାସ ଫୁଲ ତୋଳୁଥିବା ବେଳେ ଲୁଟର ଶିକାର ହୋଇଛନ୍ତି ।

phula

କନକବ୍ୟୁରୋ : ବଡି ଭୋରରୁ ଫୁଲ ତୋଳିବା ପଡିଲା ମହଙ୍ଗା। ମହିଳାଙ୍କ ବେକରୁ ମଙ୍ଗଳସୂତ୍ର ଝାମ୍ପି ନେଲେ ଦୁର୍ବୃତ୍ତ। ବୈପାରୀଗୁଡାରୁ ଏଭଳି ଘଟଣା ସାମ୍ନାକୁ ଆସିଛି ।  ମିଳିଥିବା ସୂଚନା ମୁତାବକ, ବୈପାରୀଗୁଡା ବୀରଖମ୍ବ ନିକଟରେ ସବୁଦିନ ଭଳି ମଞ୍ଜୁଲତା ଦାସ ଫୁଲ ତୋଳୁଥିବା ବେଳେ ଲୁଟର ଶିକାର ହୋଇଛନ୍ତି ।

ବାଇକରେ ୩ ଜଣ ଯୁବକ ଆସି ମଞ୍ଜୁଲତାଙ୍କୁ ରାସ୍ତା ପଚାରିଥିଲେ । ଆଉ ମଉକା ମିଳିବା ମାତ୍ରେ ମଞ୍ଜୁଲତାଙ୍କ ବେକରୁ ମଙ୍ଗଳସୁତ୍ର ଛିଡାଇ ଛୁ ମାରିଥିଲେ । ଲୁଟ ମଙ୍ଗଳସୂତ୍ରର ଆନୁମାନିକ ମୂଲ୍ୟ ୧ ଲକ୍ଷ ୩୦ ହଜାର ଟଙ୍କା ହେବ ବୋଲି କହିଛନ୍ତି ମଞ୍ଜୁଲତା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe