ଲୋକେ ଶୋଇଥିବା ବେଳେ ଘରେ ପଶିଗଲା ପାଉଁଶ ପାଣି । ଗାଡ ୱାଲ ଭାଙ୍ଗିବା ପରେ ବର୍ଷା ପାଣି ସହ ମିଶିଲା ପାଉଁଶ

Advertisment

ତା ପରର ସ୍ଥିତି ବର୍ଷା ପାଣିରେ ଗାଁ ଦାଣ୍ଡକୁ ବହି ଆସିଛି କମ୍ପାନୀ ପାଉଁଶ। ଲୋକେ  ଶୋଇବା ସମୟରେ ଘର ଭିତରେ ମାଡ଼ି ଯାଇଥିଲା ପାଉଁଶ ମିଶା ପାଣି। ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ  ହେଉଛନ୍ତି।

ତା ପରର ସ୍ଥିତି ବର୍ଷା ପାଣିରେ ଗାଁ ଦାଣ୍ଡକୁ ବହି ଆସିଛି କମ୍ପାନୀ ପାଉଁଶ। ଲୋକେ  ଶୋଇବା ସମୟରେ ଘର ଭିତରେ ମାଡ଼ି ଯାଇଥିଲା ପାଉଁଶ ମିଶା ପାଣି। ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ  ହେଉଛନ୍ତି।

99

କନକ ବ୍ୟୁରୋ : ଗାଁ ଦାଣ୍ଡରେ ବହୁଛି ପାଉଁଶ ପାଣି। ଆଠଗଡ଼ କଟକ ସମ୍ବଲପୁରକୁ ସଂଯୋଗ କରୁଥିବା ୫୫ନଂ ଜାତୀୟ ରାଜପଥ ଓରନ୍ଦା ନିକଟର ନିର୍ମାଣ ଧିନ ଓଭରବ୍ରିଜରେ ଭାଙ୍ଗିଯାଇଛି ଗାଡ଼ ୱାଲ। ତା ପରର ସ୍ଥିତି ବର୍ଷା ପାଣିରେ ଗାଁ ଦାଣ୍ଡକୁ ବହି ଆସିଛି କମ୍ପାନୀ ପାଉଁଶ। ଲୋକେ  ଶୋଇବା ସମୟରେ ଘର ଭିତରେ ମାଡ଼ି ଯାଇଥିଲା ପାଉଁଶ ମିଶା ପାଣି। ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ  ହେଉଛନ୍ତି। ଦୀର୍ଘ ୨ ଘଣ୍ଟା ଧରି ରାସ୍ତାରୋକ କରିଥିଲେ। ସ୍ଥାନୀୟ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଏନଏଚଆଇ କର୍ତ୍ତୃପକ୍ଷ କାମ କରିବା ପାଇଁ ପ୍ରତିଶ୍ରୁତି ପରେ ରାସ୍ତାରୋକ ହଟିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe